Browsing Category

ନ୍ୟୁଜ୍

ରୋଜା ଅଲ୍ ଦି ବେଷ୍ଟ

ରାଉରକେଲା ବ୍ୟୁରୋ ,କନକ ନ୍ୟୁଜ୍ : ପୁଣି ଜାତୀୟ ସ୍ତରର ରିୟଲିଟି ଶୋରେ ଓଡିଆ କଳାକାରଙ୍କ କମାଲ । ଏକ ଘରୋଇ ଚ୍ୟାନେଲର ଡ୍ୟାନ୍ସ ରିୟଲିଟି ଶୋରେ ରାଉରକେଲାର ରୋଜା ପହଂଚିଛନ୍ତି ଟପ୍ ରାଉଣ୍ଡରେ । ଦେଶର ୧୪ ଜଣ ନୃତ୍ୟ ଶିଳ୍ପୀଙ୍କ ଭିତରେ ସେ ତିଆରି କରିପାରିଛନ୍ତି ନିଜ ପାଇଁ ଜାଗା । ଆଉ ଏବେ…
Read More...

ବାନା ବାବାଙ୍କ ଗୁପ୍ତ ସୁଡଙ୍ଗ

କୋଣାର୍କ : କଳକୀ ଆଶ୍ରମରେ ସୁଡଙ୍ଗର ସନ୍ଧାନ । ବାନା ବାବାଙ୍କ ସାମ୍ରାଜ୍ୟର ପତନ ବେଳେ ନଜରକୁ ଆସିଛି ଏମିତି କିଛି ସୁଡଙ୍ଗ । ଆଶ୍ରମ ଭିତରେ ଏକାଧିକ ସୁଡଙ୍ଗ ରହିଛି । ସୁଡଙ୍ଗ ଭିତରକୁ ଯାଇଛି କଂକ୍ରିଟ୍ ସିଡି । ପୁରା ନିଛାଟିଆ । ଏହି ଭିତରେ କଣ ହୁଏ, ତାହା କେହି ଜାଣନ୍ତି ନାହିଁ ।…
Read More...

ଅସଲି ବଜାର ନକଲି ଶାଢୀ

ସମ୍ବଲପୁର ବ୍ୟୁରୋ ,କନକ ନ୍ୟୁଜ୍ : ନକଲି ବାନ୍ଧକଳା ଶାଢ଼ୀ ଏବେ ସମ୍ବଲପୁର ଶାଢୀ ବଜାରରେ ନିଜର କାୟା ବିସ୍ତାର କରିଚାଲିଛି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ବୁଣାକାରମାନେ କରିଥିବା ଅନୁରୋଧ କ୍ରମରେ କେନ୍ଦ୍ରୀୟ ଟିମ୍ ବରଗଡରେ ତଦନ୍ତ କରିଛନ୍ତି । ନକଲି ସମ୍ବଲପୁରୀ ଶାଢୀ ଉପରେ ଅଙ୍କୁଶ…
Read More...

ଗ୍ରାମୀଣ ଦକ୍ଷତାରେ ଓଡିଶାକୁ ମିଳିଲା ଅର୍ନ୍ତଜାତୀୟ ସ୍ୱୀକୃତି

କନକ ବ୍ୟୁରୋ : ଗ୍ରାମୀଣ ଓଡିଶାର ଦକ୍ଷତାକୁ ଅର୍ନ୍ତଜାତୀୟ ସ୍ୱୀକୃତି । ଗ୍ରାମାଂଚଳର ଯୁବକ-ଯୁବତୀଙ୍କୁ ଆତ୍ମନିଯୁକ୍ତି ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓରମାସ୍କକୁ ମିଳିଛି ପ୍ରଶଂସା । ପ୍ୟାରିସରେ ୟୁନେସ୍କୋ ମୁଖ୍ୟାଳୟରେ ଅନୁଷ୍ଠିତ ଗ୍ଲୋବାଲ ସ୍କିଲ୍ ଡେଭଲପମେଂଟ ମିଟରେ…
Read More...

ଦାମ ବନାମ କଟକ-ବାଦୀପାଲା

କଟକ ବ୍ୟୁରୋ ,କନକ ନ୍ୟୁଜ୍ : ଦାମ ବନାମ କଟକ । ଉପ-ନିର୍ବାଚନର ପରାଜୟକୁ ଅସ୍ତ୍ର କରି ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଶର ବିନ୍ଧି ଚାଲିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ଗତକାଲି କହିଥିଲେ ,ଘର କଳିର ପ୍ରଭାବ ଦଳ ଉପରେ ପଡିଲା । ଏମିତିକି ଦେବାଶିଷଙ୍କ ଯୋଗୁଁ ହିଁ ବିଜେଡି ପରାଜୟକୁ ଦେଖିଲା…
Read More...

ଚାଲିଛି ମାନଭଂଜନ

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ମାନଭଞ୍ଜନ ପାଇଁ ଲାଗିଛନ୍ତି ବିଜେପିର ଛାମୁଆ ନେତା । ପ୍ରଧାନମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହୋଇନଥିବାରୁ ରୁଷିଛନ୍ତି ବିଜେପି ବିଧାୟକ । ଆସନ୍ତାକାଲି ରାଉରକେଲାରେ ହେବାକୁ ଥିବା କେନ୍ଦ୍ର ସରକାରଙ୍କ ବିକାଶ…
Read More...

ରାଜନୀତିରେ ଲେଖାଶ୍ରୀ ବିବାଦ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କନକ ନ୍ୟୁଜର ଷ୍ଟୁଡିଓ ବିତର୍କକୁ ନେଇ ରାଜ୍ୟ ରାଜନୀତିରେ ଝଡ । ବିଜେଡି ବନାମ ବିଜେପି । ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ପତ୍ନୀଙ୍କୁ ଦେହ ବେପାର କରିବାକୁ ପଡୁଛି ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂଘାରଙ୍କ ବୟାନ ପରେ…
Read More...

ଓଡିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଜୁନ ଦ୍ୱିତୀୟ ସପ୍ତାହରେ ଓଡିଶା ଛୁଇଁବ ମୌସୁମୀ । ଓଡିଶାରେ ଜାରି ରହିଥିବା ପାଗ ମୌସୁମୀ ଆଣିବାରେ ବେଶ୍ ଅନୁକୂଳ ହେଉଛି ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଶରତ ସାହୁ । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ କେରଳ ଛୁଇଁବ…
Read More...

ଶେଷରେ ଶୁଣିଲେ ସରକାର

ସମ୍ବଲପୁର ବ୍ୟୁରୋ ,କନକ ନ୍ୟୁଜ୍ : ଶେଷରେ ଶୁଣିଲେ ସରକାର । ୯ ଦଫା ନେଇ ୬ ମାସର କାର୍ଯ୍ୟ ବନ୍ଦ ଆନ୍ଦୋଳନ ସଫଳ ହୋଇଛି । ପୂରଣ ହୋଇଛି ବୁର୍ଲା ଜୁନିୟର ଡାକ୍ତର ସଂଘର ଦାବି । ବୁର୍ଲା ମେଡିକାଲକୁ ଆସିଛି ୯ କୋଟି ଟଙ୍କାର ଏମଆରଆଇ ମେସିନ ଓ ୪୦ ଲକ୍ଷ ଟଙ୍କାର ଏଲ୍ଇଡ଼ି ଫଟୋ ଥେରାପି ମେସିନ ।…
Read More...

ସିଏମସି ନିର୍ବାଚନ ପରାଜୟକୁ ନେଇ ବିଜେଡିରେ କନ୍ଦଳ

କଟକ ବ୍ୟୁରୋ ,କନକ ନ୍ୟୁଜ୍ : ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ କଟାକ୍ଷ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଦେବାଶିଷ ସାମନ୍ତରାୟ । ସିଏମସି ୨୧ ନମ୍ବର ୱାର୍ଡ, ବିଜେଡି ହାତରୁ ଚାଲିଗଲା ପରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ କଟାକ୍ଷ କରିଥିଲେ ଦାମ ବାବୁ । କହିଥିଲେ…
Read More...