Browsing Category

ନ୍ୟୁଜ୍

ମନମୁଣ୍ଡା ବିଜେପି କର୍ମୀଙ୍କୁ ବିଜେଡି ନେତାଙ୍କ ମାଡ ମାମଲା : ଆଜି ବିଜେପିର ୧୨ ଘଂଟିଆ ବୌଦ୍ଧ ବନ୍ଦ

ବୌଦ୍ଧ : ଆଜି ୧୨ ଘଂଟିଆ ବୌଦ୍ଧ ବନ୍ଦ। ଗତକାଲି ବିଜେପି କର୍ମୀଙ୍କୁ ବିଜେଡି ନେତା ଓ କର୍ମୀଙ୍କ ଆକ୍ରମଣକୁ ବିରୋଧ କରି ବିଜେପି ଏହି ବନ୍ଦ ଡାକରା ଦେଇଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହାନଦୀ ବିବାଦ ନେଇ ଧାରଣା ଦେବାକୁ ଯାଉଥିବା ୨ ମନ୍ତ୍ରୀଙ୍କ ଗାଡି ଆଗରେ କଳାପତାକା…
Read More...

ପୁରୀ ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣା: ହାଇକୋର୍ଟ ଗଲେ ଆଉ ଦୁଇ ସେବାୟତ

ପୁରୀ : ପୁରୀ ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣା। ହାଇକୋର୍ଟ ଗଲେ ଆଉ ଦୁଇ ସେବାୟତ। ଦୁଇ ସେବାୟତ - ଇପସିତ ପ୍ରତିହାରୀ ,ଭାଗିରଥୀ ଖୁଂଟିଆ। ହାଇକୋର୍ଟରେ ଉଭୟଙ୍କ ଆଗୁଆ ଜାମିନ ଆବେଦନ। ପୂର୍ବରୁ ୪ ସେବାୟତ ଆଗୁଆ ଜାମିନ ଆବେଦନ କରିଥିଲେ।
Read More...

ଛୁଟିରେ ଯିବେ ଡାକ୍ତର ବାବୁ : ଅଗଷ୍ଟ ୧ରୁ ମେଡିକାଲରେ ରୋଗୀସେବା ଛାଡି ଭୁବନେଶ୍ୱରରେ କରିବେ ଆନ୍ଦୋଳନ

କନକ ବ୍ୟୁରୋ : ଠପ ହୋଇଯିବ ସ୍ୱାସ୍ଥ୍ୟସେବା । ଚିକିତ୍ସା ପାଇଁ ମିଳିବେନି ଡାକ୍ତର । ବେଡ୍ ଥିବ, ରୋଗୀ ଥିବେ, ହେଲେ ଡାକ୍ତର ନଥିବେ । ରାଜ୍ୟରେ ଆସନ୍ତା ୧ରୁ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିପାରେ । କାରଣ ହସ୍ପିଟାଲ୍ ଛାଡି ଡାକ୍ତର ଆସିବେ ରାଜଧାନୀ । ରାଜ୍ୟର ସମସ୍ତ ସରକାରୀ…
Read More...

ଦାରୁଠେଙ୍ଗରେ ଠେଙ୍ଗାମାଡ : ପ୍ରତିବାଦ ବେଳେ ଦାରୁଠେଙ୍ଗରେ ପୋଲିସ୍ ଜନତା ମୁହାଁମୁହିଁ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଅଶାନ୍ତ ଦାରୁ ଠେଙ୍ଗ । ରାସ୍ତାରୋକ, ପୋଡାଜଳା । ପୋଲିସ ସହ ଧସ୍ତାଧସ୍ତି । ଅଳିଆ ପକାଇବାକୁ ନେଇ ପୋଲିସ ଓ ଜନତା ମୁହାଁମୁହିଁ । କେତେବେଳେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ପଥରମାଡ ତ କେତେବେଳେ ଆତ୍ମରକ୍ଷା ପାଇଁ ପୋଲିସର ଲାଠି ମାଡ ସହ ଟିୟର ଗ୍ୟାସ ପ୍ରୟୋଗ…
Read More...

ସମାଧାନ ସୁଅରେ ମହାନଦୀ ପାଣି : କାହାର ରହିଛି କେତେ ମାଲିକାନା,ତଥ୍ୟ ଖୋଜିବ ଜଏଂଟ କଂଟ୍ରୋଲ ବୋର୍ଡ

କନକ ବ୍ୟୁରୋ : ମହାନଦୀ ଜଳ ବିବାଦର ସମାଧାନ ନେଇ ଗଠନ ହେବ ମିଳିତ ନିୟନ୍ତ୍ରଣ ବୋର୍ଡ । ଏହି ବୋର୍ଡ ଅଧାରରେ ଜଳ ବିବାଦର ସମାଧନ କରାଯିବ ବୋଲି ଛତିଶଗଡ଼ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ୧୯୮୩ରେ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଜଳ ବିବାଦର ସମାଧନ କରାଯିବ…
Read More...

ବିଏମସିର ଅଳିଆ ଦୁର୍ନୀତି : ଖୋଲିଲା ଟପ୍ ଆଇଏଏସ୍ ବିଶାଳ ଦେବଙ୍କ ଅନିୟମିତତାର ଫର୍ଦ୍ଦ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ବିଏମସିର ଅଳିଆ ଦୁର୍ନୀତି । ଧରାପଡ଼ିଲା ଟପ୍ ଆଇଏଏସ୍ ଅଫିସରଙ୍କ କାରନାମା । ବିଶାଲ ଦେବଙ୍କ ନାଁରେ ଆସିଛି ଅନିୟମିତତାର ସାଂଘାତିକ ଅଭିଯୋଗ । ସତ ବାହାର କରିଛି ଲୋକାଲ୍ ଫଣ୍ଡ୍ ଅଡିଟ୍ । ଏପରିକି ୧୯୯୬ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କଠାରୁ ପ୍ରାୟ ୩ କୋଟି…
Read More...

ବିଜେଡି ନେତାଙ୍କ ଦାଦାଗିରି : ବୌଦ୍ଧରେ ପୁଲିସ ଆଗରେ ବିଜେପି କର୍ମୀଙ୍କୁ ଛେଚିଲେ

ବୌଦ୍ଧ : ବୌଦ୍ଧରେ ବିଜେଡି ନେତାଙ୍କ ଖୁଲମଖୁଲା ଦାଦାଗିରି । ପୁଲିସ ଉପସ୍ଥିତିରେ ବିଜେପି କର୍ମୀଙ୍କୁ ମାଡ ମାରି ଦରମରା କରିପକାଇଲେ ବିଜେଡି ନେତା । ଗୋଇଠା ପରେ ଗୋଇଠା ମାରି ଚାଲୁଥିଲେ ବିଜେଡି ନେତା । ପୁରା ଫିଲ୍ମ ଷ୍ଟାଇଲରେ ବିଧାୟକ ମାଡ ଦେଉଥିଲେ । ଆଉ ଏସବୁ ଚାଲିଥିଲା ପୁଲିସ…
Read More...

ଅବ୍ୟବସ୍ଥା ମଧ୍ୟରେ ରାଉରକେଲା ଅର୍ବାନ ଏଜୁକେସନ କଂପ୍ଲେକ୍ସ : ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଛାତ୍ରୀଙ୍କ ମୃତ୍ୟୁ…

ରାଉରକେଲା : ଅବ୍ୟବସ୍ଥା ମଧ୍ୟରେ ରାଉରକେଲା ଅର୍ବାନ ଏଜୁକେସନ କଂପ୍ଲେକ୍ସ । ଛାତ୍ରାବାସର ଅସୁସ୍ଥକର ପରିବେଶ ଯୋଗୁଁ ଜଣେ ଅନ୍ତେବାସୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଜଣେ କୋମଳମତି ଶିଶୁଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସେ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି ସିଡବ୍ଲ୍ୟସି ।…
Read More...

ସିଏମସି ବୈଠକରେ ବିଜେଡି କର୍ପୋରେଟରଙ୍କ ଗୁଣ୍ଡାଗିରି ଘଟଣା : ୪ ବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଅଭିଯୋଗ

କନକ ବ୍ୟୁରୋ : ସିଏମସି ବୈଠକରେ ବିଜେଡି କର୍ପୋରେଟରଙ୍କ ଗୁଣ୍ଡାଗିରି ଘଟଣା । ୪ ବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଅଭିଯୋଗ । ପୁରୀଘାଟ ଥାନାରେ କଂଗ୍ରେସ ପକ୍ଷରୁ ଅଭିଯୋଗ । ମନମୁଣ୍ଡା ଥାନାରେ ବିଜେପି ପକ୍ଷରୁ ଏତଲା ଦାୟାର । ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ,ମନ୍ତ୍ରୀ…
Read More...

ଓଡିଶା–ଛତିଶଗଡ ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଗୁରୁତ୍ୱପୂର୍ଣ୍ଣ ଆନ୍ତଃରାଜ୍ୟ ପରିଷଦ ବୈଠକ ଶେଷ

କନକ ବ୍ୟୁରୋ : ଓଡିଶା-ଛତିଶଗଡ ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଗୁରୁତ୍ୱପୂର୍ଣ୍ଣ ଆନ୍ତଃରାଜ୍ୟ ପରିଷଦ ବୈଠକ ଶେଷ । ଏହି ବୈଠକରେ ଯୋଗଦେଇଥିଲେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍ ନିର୍ମାଣକୁ ନେଇ ଓଡ଼ିଶା ଓ ଛିତଶଗଡ଼ ମଧ୍ୟରେ ଦେଖାଦେଇଛି ବିବାଦ । ଯାହାର…
Read More...