Browsing Category

ନ୍ୟୁଜ୍

ଶ୍ରୀମନ୍ଦିର ପୁରୋହିତ ଓ ଅନ୍ୟାନ୍ୟ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ରଥ ପ୍ରତିଷ୍ଠା

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ବିିଶ୍ୱ ନିୟନ୍ତାଙ୍କ ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରା ପାଇଁ ଚଳଚଂଚଳ ହୋଇଉଠିଛି ପୁରୀ ବଡଦାଣ୍ଡ । ଭକ୍ତ ଓ ଭଗବାନ ଆଜି ଏକାକାର ହୋଇଛନ୍ତି । ସଠିକ୍ ସମୟରେ ଶ୍ରୀଜିଉଙ୍କ ରୀତିନୀତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପୁରୋହିତ ଓ ଅନ୍ୟାନ୍ୟ ଶ୍ରୋତ୍ରୀୟ…
Read More...

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଉଠୁଛି ପଡୁଛି ବଡଦାଣ୍ଡ : ନିର୍ଦ୍ଧାରିତ ସମୟରେ ଚାଲିଛି ନୀତି ନିର୍ଘଂଟ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ ଆଉ ବଡଦାଣ୍ଡରେ ପ୍ରତୀକ୍ଷା କରିଛନ୍ତି ଭକ୍ତ । କେତେ ବେଳେ ଆସିବେ କଳା ସାଆନ୍ତ । କେତେ ବେଳେ ମିଳିବ ଶ୍ରୀଜିଉଙ୍କ ଦର୍ଶନ । ବର୍ଷକରେ ଥରେ ଆସିଛି ରଥଯାତ୍ରା । ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ।…
Read More...

ପଶୁ କିଏ ! ବିକୃତ ମାନସିକତାର ବିରଳ ଚିତ୍ର

କନକ ବ୍ୟୁରୋ : ବିକୃତ ମାନସିକତାର ବିରଳ ଚିତ୍ର । ଯାହା ଦେଖିବାକୁ ମିଳିଛି ଚେନ୍ନାଇରେ । କୁକୁରକୁ ଛାତ ଉପରକୁ ଟେକି ନେବା ପରେ ଅଳିଆ ଫିଙ୍ଗିଲା ଭଳି ଫିଙ୍ଗି ଦେଇଛନ୍ତି ଜଣେ ଯୁବକ । ଜଣେ ଉଚ୍ଚ ଶିକ୍ଷିତ ଯୁବକ ଯିଏ ମାତ୍ର ଗୋଟିଏ ମାସ ପୂର୍ବରୁ ଡାକ୍ତରୀ ପାଠ୍ୟକ୍ରମ ସାରିଛନ୍ତି । ଏହି ଯୁବ…
Read More...

ଲେଜର ଲାଇଟରେ ପୁରୁଣା କଥା, ପୁରାଣର କଥା ! ରଙ୍ଗୀନ ଆଲୁଅରେ ଝଲସିଲା ନରେନ୍ଦ୍ର ପୋଖରୀ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଝଲସିଲା ପୁରୀ ନରେନ୍ଦ୍ର ପୁଷ୍କରିଣୀ । ରଙ୍ଗୀନ ଆଲୁଅରେ ଚମକିଲା ପୋଖରୀର ପବିତ୍ର ପାଣି । ନରେନ୍ଦ୍ର ପୁଷ୍କରିଣୀ ପରିସରରେ ଆରମ୍ଭ ହୋଇଛି ରଂଗାରଂଗ ଲେଜର ଶୋ । ପ୍ରଥମ ଥର ପାଇଁ ଭଳିକି ଭଳି ରଙ୍ଗୀନ ଲାଇଟ ସାଙ୍ଗକୁ ମ୍ୟୁଜିକାଲ୍ ଫାଉଂଟେନର ମଜା ଉଠାଇଛନ୍ତି…
Read More...

ବଦଳିଲା ସ୍ମୃତି ଇରାନୀଙ୍କ ବିଭାଗ : ମାନବ ସମ୍ବଳ ବିକାଶ ମନ୍ତ୍ରୀରୁ ହେଲେ ବୟନ ଶିଳ୍ପ ମନ୍ତ୍ରୀ

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀମଣ୍ଡଳ ବିଭାଗରେ ବଡ ଧରଣର ଅଦଳ ବଦଳ ହୋଇଛି । ବଦଳିଲା ସ୍ମୃତି ଇରାନୀଙ୍କ ବିଭାଗ । ମାନବ ସମ୍ବଳ ବିକାଶ ମନ୍ତ୍ରୀରୁ ହେଲେ ବୟନ ଶିଳ୍ପ ମନ୍ତ୍ରୀ ହେଲେ ସ୍ମୃତି ଇରାନୀ । ପ୍ରକାଶ ଜାଭେଦକର ହେଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ । ଭେଙ୍କିୟା ନାୟିଡୁଙ୍କୁ ସୂଚନା…
Read More...

ମିଡିଆରେ ପୀଡିତାଙ୍କ ବାପାଙ୍କ ଚାଂଚଲ୍ୟକର ବୟାନ : କୋର୍ଟକୁ ଯାଇଥିବା ଝିଅ ମୋର ନୁହେଁ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କମ୍ପ୍ରୋମାଇଜ୍ ପଛର ଗୁମର ଖୋଲୁଥିବା ବେଳେ ସେପଟେ ମିଡିଆରେ ପୀଡିତାଙ୍କ ବାପା ରଖିଛନ୍ତି ଚାଂଚଲ୍ୟକର ବୟାନ । କହିଛନ୍ତି, ତାଂକ ଝିଅର ୧୬୪ରେ ଷ୍ଟେଟମେଂଟ ରେକର୍ଡ ହୋଇନି । କୋର୍ଟକୁ ଯାଇଥିବା ଝିଅ ତାଂକର ନୁହେଁ । ଦେଖନ୍ତୁ ଏହି ଭିଡିଓ :
Read More...

ଖୋଲିଲା କମ୍ପ୍ରୋମାଇଜ୍ ପଛର କାହାଣୀ : ପପୁଙ୍କ ସହ ୧୫ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ ନାବାଳିକାଙ୍କ ବାପା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁ ପମପମଙ୍କ ବିରୋଧରେ କାଷ୍ଟିଂ କାଉଚ୍ ମାମଲାରେ ଆସିଛି ନୂଆ ମୋଡ । ଖୋଲିଲା କମ୍ପ୍ରୋମାଇଜ୍ ପଛର କାହାଣୀ । ମାମଲା ରଫାଦଫା କରିବାକୁ ହୋଇଥିଲା ଡିଲ୍ । ପପୁଙ୍କ ବିରୋଧରେ ଅଭିଯୋଗ ଆଣିଥିବା ନାବାଳିକାର ବୟାନ ରେକର୍ଡ କରିଥିବା ସିଡବ୍ଲୁସି ସଦସ୍ୟା…
Read More...

ଅଧାରୁ ଅଟକିଲା ଜୟପୁର ପୌରପରିଷଦ ବୈଠକ : ଫାଇଲ ଚିରାଫିଙ୍ଗାରେ ସରିଲା ସମୟ

ଜୟପୁର ବ୍ୟୁରୋ, କନକ ନ୍ୟୁଜ୍ : ପୌର ପରିଷଦ ବୈଠକରେ ହଟ୍ଟଗୋଳ । ପୌରାଧିକାରୀଙ୍କ ଉପରେ ରାଗ ସୁଝାଇଲେ କାଉନସିଲର । ଜୟପୁର ପୌରପାଳିକା ବୈଠକରେ ଆଜି ଆରମ୍ଭରୁ ଦେଖିବାକୁ ମିଳିଥିଲା ହୋହଲ୍ଲା । ଗତ ୧୦ ମାସ ମଧ୍ୟରେ ଜୟପୁର ପୌରପାଳିକାରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ । ପ୍ରତ୍ୟେକ…
Read More...

ଟିକେଟ୍ ଟିକେଟ୍ . . . ପାହାଡି ଇଲାକାର ସହରୀ ବସରେ ମହିଳା କଣ୍ଡକ୍ଟର

କୋରାପୁଟ : ଏମ.ମହେଶ୍ୱରୀ ପଟ୍ଟନାୟକ । ପଛୁଆ ଜିଲ୍ଲାର ଆଗୁଆ ମହିଳା । ଆଦିବାସୀ ଅଧୂଷିତ କୋରାପୁଟ ଅଂଚଳର ଏମ.ମହେଶ୍ୱରୀ ଅନ୍ୟମାନଙ୍କ ପାଇଁ ପାଟଲିଛନ୍ତି ଉଦହାରଣ । ଆତ୍ମନିର୍ଭରଶୀଳ ପାଇଁ ସେ ଘରୁ ଗୋଡ କାଢିଛନ୍ତି । ଯୁକ୍ତ-୨ ବାଣିଜ୍ୟରେ ପାସ୍ କରିବା ପରେ ବାଛିଛନ୍ତି କଣ୍ଡକ୍ଟର ବୃତି ।…
Read More...

ମୋଦି ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ : ଚର୍ଚ୍ଚାରେ ରହିଗଲା ଧର୍ମେନ୍ଦ୍ରଙ୍କ ପଦୋନ୍ନତି

ଦିଲ୍ଲୀ ବ୍ୟୁରୋ ,କନକ ନ୍ୟୁଜ୍ : କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ । ମୋଦି ସରକାରଙ୍କ ଦୁଇବର୍ଷ ପୂର୍ତି ପରେ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହୋଇଛି । ଆଜି ରାଷ୍ଟ୍ରପତି ଭବନରେ ଶପଥ ନେଇଛନ୍ତି ୧୯ ନୂଆ ମନ୍ତ୍ରୀ । ଏମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ସାମିଲ କରାଯାଇଛି । ପଛୁଆ ଜାତି, ଦଳିତ…
Read More...