Browsing Category

ନ୍ୟୁଜ୍

ସମ୍ ହସ୍ପିଟାଲର ମେଡିସିନ ଷ୍ଟୋରରେ କିପରି ଲାଗିଲା ନିଆଁ : ଏନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ?

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲର ମେଡିସିନ ଷ୍ଟୋରରେ କିପରି ଓ କାହିଁକି ନିଆଁ ଲାଗିଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହସ୍ପିଟାଲ ପବ୍ଲିକ ରିଲେସନ ଅଫିସରଙ୍କ ସୁରକ୍ଷାରେ କୌଣସି ତ୍ରୁଟି ନାହିଁ । ହେଲେ ସମସ୍ତ ସୁରକ୍ଷା ସତ୍ୱେ ଦୁର୍ଘଟଣା ଏଡେଇ ଦେଇ…
Read More...

ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା : ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିଛନ୍ତି । ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି ନବୀନ କହିଛନ୍ତି । ସ୍ଥାନାନ୍ତର ହୋଇଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଦେବାକୁ  ସରକାରୀ ହସ୍ପିଟାଲଗୁଡ଼ିକୁ…
Read More...

ସମ୍ ହସ୍ପିଟାଲରେ ନିଆଁ ! ଚହଲିଗଲା ସାରା ଦେଶ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍  : ସମ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିଛନ୍ତି। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି ନବୀନ କହିଛନ୍ତି। ସ୍ଥାନାନ୍ତର ହୋଇଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଦେବାକୁ ସେ ସରକାରୀ ହସ୍ପିଟାଲଗୁଡ଼ିକୁ…
Read More...

ସମ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ : ୨୦ମୃତ, ଅନେକ ଗୁରୁତର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ମୃତାହତଙ୍କ ଭିତରେ କିଛି ମହିଳା ଓ ଶିଶୁ ରୋଗୀ ଥିବା ଜଣାପଡ଼ିଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ମୃତକ ମାନେ…
Read More...

ଭୁବନେଶ୍ୱର : ସର୍ଟସର୍କିଟ୍ ଯୋଗୁଁ ସମ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ ସୂଚନା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସର୍ଟସର୍କିଟ୍‌ ଯୋଗୁଁ ଭୁବନେଶ୍ୱରସ୍ଥିତ ସମ୍‌ ହସ୍‌ପିଟାଲର ଡାଏଲେସିସ୍‌ ବିଭାଗରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ନିଆଁ ଲିଭା କାର୍ଯ୍ୟରେ ୬ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ତେବେ ସମ୍‌ ହସ୍‌ପିଟାଲ୍‌ରେ…
Read More...

ଓଡିଶାରେ କନ୍ଦଳ ଦିଲ୍ଲୀରେ ଝଡ଼ : ଇସ୍ତଫା ଗୁଜବକୁ ଖଣ୍ଡନ କଲେ ନରସିଂହ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାରେ କନ୍ଦଳ, ଦିଲ୍ଲୀରେ ଝଡ । ଏହା ହେଉଛି କଂଗ୍ରେସ ରାଜନୀତିର କଥା । ତୁହାକୁ ତୁହା ଦିଲ୍ଲୀରେ ଚାଲିଛି ବୈଠକ । କିଛି ସମୟ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ସହ ଆଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ । କିନ୍ତୁ ଆଲୋଚନା ପରେ…
Read More...

ସଲମାନଙ୍କୁ ଭେଟିଲେ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର

କନକ ବ୍ୟୁରୋ : ବଲିଉଡର ଭାଇଜାନ ସଲମାନଙ୍କୁ ଭେଟିଲେ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର । ଦିଲ୍ଲୀ ବିମାନ ବନ୍ଦରରେ ଏହି ସାକ୍ଷାତକାରର ଏକ ଫଟୋକୁ ବି ନିଜ ଫେସବୁକ ପେଜରେ ପୋଷ୍ଟ କରିଛନ୍ତି ସୂର୍ଯ୍ୟ ପାତ୍ର ।
Read More...

ଭୁବନେଶ୍ୱର ଜୟଦେବ ବିହାରରୁ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରା ଗିରଫ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ଜୟଦେବ ବିହାରରୁ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରା ଗିରଫ । ଏଠାରେ ଥିବା କେଟିଏମ୍ ସୋ-ରୁମ୍ ନିକଟରୁ ୨ ଲୁଟେରାଙ୍କୁ ଗିରଫ କରିଛି ନୟାପଲ୍ଲି ଥାନା ପୁଲିସ । ଏମାନଙ୍କ ନିକଟରୁ ୩ଟି ମାଉଜର ଜବତ ହୋଇଛି । କିଛିମାସ ତଳେ ହାଇୱେରୁ ଏକ କେଟିଏମ ବାଇକ…
Read More...

ଗୋଟିଏ ମଂଚରେ ବିଜେଡିର ୩ ବିରୋଧୀ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏକାଠି ହେଲେ ଦାମ,ବିଷ୍ଣୁ, ଓ ରାଜଶ୍ରୀ

ଜଗତସିଂପୁର : ଗୋଟିଏ ମଂଚରେ ଜଗତସିଂପୁର ଜିଲ୍ଲା ରାଜନୀତିରେ ପରସ୍ପର ବିରୋଧୀ ତିନି ବିଜେଡି ନେତା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଦାମୋଦର ରାଉତ, ବିଷ୍ଣୁ ଦାସ ଓ ରାଜଶ୍ରୀ ମଲ୍ଲିକଙ୍କୁ ଏକାଠି ଦେଖିବାକୁ ମିଳିଛି । ବିଜେଡିର ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଅନେକ ସମୟରେ…
Read More...

ପୁଣି ଚର୍ଚ୍ଚାକୁ ଆସିଲା ମାଲକାନଗିରି ଜିଲ୍ଲା : ଟର୍ଚ୍ଚ ଆଲୁଅରେ ହେଲା ପ୍ରସବ

ମାଲାକାନଗିରି : ଜାପାନୀ ଏନସେଫାଲାଇଟିସ୍ ଜ୍ୱରରେ ମାଲାକାନଗିରି ଜିଲ୍ଲା କମ୍ପୁଥିବା ବେଳେ ଏବେ ଜିଲ୍ଲାରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ଆଉ ଏକ ନମୂନା । କିଭଳି ବିଦ୍ୟୁତ ନଥିବାରୁ ଘନ ଅନ୍ଧାରରେ ଟର୍ଚ୍ଚ ଆଲୁଅରେ ମହିଳାଙ୍କ ପ୍ରସବ କରାଯାଇଛି ମାଲକାନଗିରି ସଦର ମହୁକୁମାଠୁ ମାତ୍ର ୧୫…
Read More...