Browsing Category

ନ୍ୟୁଜ୍

ତେଜୁଛି ରାଉରକେଲା ଏନଆଇଟି ଛାତ୍ର ଅଶାନ୍ତି

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍: ତେଜୁଛି ରାଉରକେଲା ଏନଆଇଟି ଛାତ୍ର ଅଶାନ୍ତି । ସୁରକ୍ଷା ଅଧିକାରୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗର ତାତି ଉଠିଛନ୍ତି ଛାତ୍ରଛାତ୍ରୀ । ଅନୁଷ୍ଠାନର ସୁରକ୍ଷା ଅଧିକାରୀ ବଳବନ୍ତ ଚମ୍ପତ୍ତିରାୟ ବିଭିନ୍ନ କେଳେଙ୍କାରୀରେ ଲିପ୍ତ ଥିବା ସହ ମହିଳା ସୁରକ୍ଷା…
Read More...

ଦିଲ୍ଲୀ ପାଇଁ ବିଷ୍ଣୁ ବ୍ୟାକୁଳ

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ରାଜ୍ୟସଭା ଯିବାକୁ ବିଜେଡି ନେତାଙ୍କ ମଧ୍ୟରେ ରେସ୍ । ଚାଲିଛି ଜୋରଦାର ଲବି । ଅପେକ୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସିଗନାଲକୁ । ଏହାରି ଭିତରେ କିନ୍ତୁ ସଂସଦ ଯିବାକୁ ମନବଳାଇଛନ୍ତି ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ । କହିଛନ୍ତି, ନବୀନ ଚାହିଁଲେ…
Read More...

ମୁଖିଆ ନେଲେ ହିସାବ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଣ ଥିଲା ଟାର୍ଗେଟ୍, ଆଉ କଣ ଅଛି ବର୍ତମାନର ସ୍ଥିତି । ଏନେଇ ନବୀନ କରୁଛନ୍ତି ୱାନ୍ ଟୁ ୱାନ୍ ସାକ୍ଷାତ । ସରକାରୀ ଯୋଜନା ଓ ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଆଜି ୪ଟି ବିଭାଗର ରିପୋର୍ଟ ଯାଂଚ୍ କରିଛନ୍ତି…
Read More...

ଧର୍ମେନ୍ଦ୍ରଙ୍କ ପଛରେ ଜୁଏଲ୍ . .

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରାଗଲେ କିଛି ଆପତି ନାହିଁ । ସେ ଏହି ନିଷ୍ପତିକୁ ସ୍ୱାଗତ କରିବେ । କିଛି ଏଭଳି ଢଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ…
Read More...

କ୍ଷୁଦ୍ର ଜମାକାରୀଙ୍କୁ ଆଶା

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ରାଜ୍ୟ ସରକାରଙ୍କୁ ଚିଟଫଣ୍ଡ ତଦନ୍ତ କମିଶନଙ୍କ ଅନ୍ତରୀଣ ରିପୋର୍ଟ । କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ସୁପାରିଶ ଥିବା କହିଛନ୍ତି ଜଷ୍ଟିସ ଏମ. ଏମ. ଦାସ କମିଶନଙ୍କ ସଚିବ । ସୂଚନା ଅନୁସାରେ, ରିପୋର୍ଟରେ କ୍ଷୁଦ୍ର ଜମାକରୀ ସଂପର୍କିତ ନଥିପତ୍ର…
Read More...

ଆଠଗଡ ଗଦାଧରପୁରରେ ଭୟାବହ ଅଗ୍ନିକାଣ୍ଡ : ଜଣେ ଜୀବନ୍ତ ଦଗ୍ଧ

ଆଠଗଡ : ଆଠଗଡର ଚାଇଁପୁର ପଂଚାୟତ ଗଦାଧରପୁରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏଥିରେ ଜଣେ ବୃଦ୍ଧା ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକ ଜଣକ ହେଲେ ଛାୟା । ଏହାସହ ୮୦ ବଖରାରୁ ଅଧିକ ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁସ ହୋଇଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ…
Read More...

ପ୍ରେମ ନା ସାଲିସ୍ ?

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କିଏ କହିଲା ଭଙ୍ଗା ମନ ଆଉ ଯୋଡି ହୁଏନା । କିଏ କହିଲା ସମ୍ପର୍କର ସୂତାଖିଅ ଛିଣ୍ଡି ଗଲେ ଆଉ ଗୁନ୍ଥି ହୁଏନା । ପୁରୁଷ ପୁରୁଷର ଏହି ପ୍ରବାଦକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ବର୍ଷା ସୋନି ଓ ରାଜାଶ୍ରୀ । ଯୌତୁକ ନିର୍ଯ୍ୟାତନାରେ ଏବେ ଆସିଛି ପ୍ରେମର ମୋଡ…
Read More...

ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ : ୨ ବୁକି ଗିରଫ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : କୋରାପୁଟ ପରେ ବ୍ରହ୍ମପୁରରୁ ଧରାପଡିଲେ ବୁକି । ଗଂଜାମ ଜିଲ୍ଲା ବିଏନପୁର ଥାନାର ଚନ୍ଦନନଗର ଅଂଚଳରେ ଆଇପିଏଲ ବେଟିଂ ଚାଲିଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ୧୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ବେଳେ ୧୦ଟି ମୋବାଇଲ୍ ଓ ଟିଭି ଜବତ ହୋଇଛି…
Read More...

ବୁର୍ଲା ଜୁନିୟର ଡାକ୍ତର ସଂଘ ସଭାପତିଙ୍କୁ ହତ୍ୟା ଧମକ ଅଭିଯୋଗ

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ବୁର୍ଲା ଜୁନିୟର ଡାକ୍ତର ସଂଘ ସଭାପତି ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ହତ୍ୟା ଧମକ ମାମଲା । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୁର୍ଲା ପୁଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୫ ଜଣ ସିକ୍ୟୁରିଟି ଗାର୍ଡ ଓ ଜଣେ ବୁର୍ଲା ମେଡିକାଲ…
Read More...

ନବୀନ ସରକାରଙ୍କ ଚତୁର୍ଥ ପାଳିକୁ ପୂରିଲା ଦୁଇ ବର୍ଷ : ଆଜିଠାରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍:ନବୀନ ସରକାରଙ୍କ ଚତୁର୍ଥ ପାଳିର ଦୁଇବର୍ଷ ପୂର୍ତି ଅବସରରେ ଆଜିଠାରୁ ବିଭିନ୍ନ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଗତାକଲି ଦିଲ୍ଲୀରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ସେ ଗୋଟି ଗୋଟି କରି ସବୁ ବିଭାଗର ସମୀକ୍ଷା କରିବେ ବୋଲି…
Read More...