Browsing Category

ନ୍ୟୁଜ୍

ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି : ସମ୍ ହସ୍ପିଟାଲ୍ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲରେ ଭୟାନକ ଅଗ୍ନିକାଣ୍ଡରେ ୨୧ ଜଣ ରୋଗୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳର ଲୋକମାନେ ବିରୋଧ କରିଛନ୍ତି । ରାଲିରେ ଆସି ହସ୍ପିଟାଲ ସମ୍ମୁଖରେ ବହୁ ଲୋକ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । ତୁରନ୍ତ ଏହି ଘଟଣାରେ…
Read More...

ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣା : ଏମ୍ସରେ ଗଲା ଆଉ ଜଣଙ୍କ ଜୀବନ, ୨୧ରେ ପହଂଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ଆଜି ଏମ୍ସରେ ଆଉ ଜଣେ ଆଖି ବୁଜିଛନ୍ତି । ମୃତକ ହେଲେ ଜାନକୀ ହୁଇ । ଗତକାଲି ମଧ୍ୟ ଏମ୍ସରେ ହରିହରି ମଲ୍ଲଙ୍କ ମୃତ୍ୟୁ ହୋଇଥିଲା । ଏବେ ବି ବହୁ ରୋଗୀ କ୍ୟାପିଟାଲ ହସ୍ପିଟାଲ,…
Read More...

ଗିରଫ ସମ୍ ହସ୍ପିଟାଲର ଅଧୀକ୍ଷକ ପୁଷ୍ପରାଜ ଏସସିବିରେ ଭର୍ତ୍ତି : ଛାତିରେ ଯନନ୍ତ୍ରଣା ଅନୁଭବ କରିବାରୁ କାର୍ଡିଓଲୋଜି…

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ବଡ ମେଡିକାଲରେ ସମ୍ ହସ୍ପିଟାଲର ଅଧୀକ୍ଷକ । ଗତାକଲି ଗିରଫ ହୋଇଥିବା ପୁଷ୍ପରାଜ ସାମନ୍ତସିଂହାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ଏବେ ପୁଷ୍ପରାଜଙ୍କୁ ବଡ ମେଡିକାଲର ହୃଦରୋଗ ବିଭାଗର ଆଇସିୟୁରେ ଚିକିତ୍ସା…
Read More...

କେନ୍ଦୁଝର : ନିଆଁରେ ପୋଡି ଦମ୍ପତି ଗୁରୁତର

କେନ୍ଦୁଝର : କେନ୍ଦୁଝର ଆନନ୍ଦପୁର ବେଲବାହାଳି ଗାଁରେ ନିଆଁରେ ପୋଡିଯାଇ ଦମ୍ପତି ଗୁରୁତର । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପାରିବାରିକ କହଳହକୁ ନେଇ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ମହିଳାଙ୍କ ପରିବାର ପକ୍ଷରୁ ଯୌତୁକ…
Read More...

ଓଡିଶା ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା : ଅଗ୍ନିକାଣ୍ଡର ସ୍ଥିତି ଅନୁଧ୍ୟାନ କରିବେ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସୁଛନ୍ତି । ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ପରିସ୍ଥିତି ଅନୁଧ୍ୟାନ କରିବେ କେନ୍ଦ୍ର ମନ୍ତ୍ରୀ । ଉଭୟ ଦିନ ୧୦ଟାରେ…
Read More...

ରାୟଗଡା : ବୋଲେରୋ ସହ ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ, ୭ ଗୁରୁତର

ରାୟଗଡା : ଖଲିଗୁଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । ବୋଲେରୋ ସହ ଟ୍ରକର ମୁହାଁମୁହିଁ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ରାୟଗଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଅନ୍ୟ…
Read More...

ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣା : ମେଡିକାଲ୍ ସୁପରିଟେଣ୍ଡଣ୍ଟଙ୍କ ସହ ୪ ଗିରଫ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍ । କେନ୍ଦ୍ରୀୟ ରେଂଜ ଫାୟାର ଅଫିସର ବ୍ରଜେନ୍ଦ୍ର ଭୂଷଣ ଦାସଙ୍କ ଅଭିଯୋଗ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି । ମେଡିକାଲ୍ ସୁପରିଟେଣ୍ଡେଂଟ ପୁଷ୍ପରାଜ…
Read More...

ସମ୍ ବିରୋଧରେ ଏତଲା : ଆକ୍ସନ୍ ମୁଡରେ ସରକାର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲ ବିରୋଧରେ ଏତଲା ପରେ ଏତଲା । ଖଣ୍ଡଗିରି ଥାନାରେ ଦାୟର ହୋଇଛି ଦୁଇ ଦୁଇଟି ଏତଲା । ପ୍ରଥମେ ଅଗ୍ନିଶମ ବିଭାଗ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି । ସେଂଟ୍ରାଲ ରେଂଜ୍ ଫାୟର ଅଫିସର ଏହି ଏତଲା ଦେଇଛନ୍ତି  । ଏତଲାରେ ସଫା ସଫା…
Read More...

ଆମ୍ରି ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆମ୍ରି ହସ୍ପିଟାଲରେ ପହଂଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କୁ ଭେଟିଲା ପରେ ମୁଖ୍ୟମନ୍ତ୍ରୀ କଣ ପ୍ରତିକ୍ରିୟା ରଖିଛନ୍ତି ଦେଖନ୍ତୁ ଏହି ଭିଡିଓରେ :
Read More...

ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା : ମୃତ ୧୯ ଜଣଙ୍କ ଶବ ବ୍ୟବଚ୍ଛେଦ ଶେଷ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲ ଅଗ୍ନିକାଣ୍ଡରେ ମୃତ ୧୯ ଜଣଙ୍କ ଶବ ବ୍ୟବଚ୍ଛେଦ ଶେଷ କରିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ବିଭିନ୍ନ ହସ୍ପିଟାଲରେ ବର୍ତମାନ ସୁଦ୍ଧା ୧୦୬ ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କେତକଙ୍କ ଅବସ୍ଥା…
Read More...