ପୁରୀ ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣା: ହାଇକୋର୍ଟ ଗଲେ ଆଉ ଦୁଇ ସେବାୟତ

24

ପୁରୀ : ପୁରୀ ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣା। ହାଇକୋର୍ଟ ଗଲେ ଆଉ ଦୁଇ ସେବାୟତ। ଦୁଇ ସେବାୟତ – ଇପସିତ ପ୍ରତିହାରୀ ,ଭାଗିରଥୀ ଖୁଂଟିଆ। ହାଇକୋର୍ଟରେ ଉଭୟଙ୍କ ଆଗୁଆ ଜାମିନ ଆବେଦନ। ପୂର୍ବରୁ ୪ ସେବାୟତ ଆଗୁଆ ଜାମିନ ଆବେଦନ କରିଥିଲେ।