Browsing Category

ବିଜେପି

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା । ଓଡ଼ିଶାର ଗୋଟିଏ ଲୋକସଭା ଓ ୨ଟି ବିଧାନସଭା ଆସନ ପାଇଁ ଦିଲ୍ଲୀରୁ ଆସିଲା ଟିକେଟ୍ ।

କନକ ବ୍ୟୁରୋ: ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା । ଓଡ଼ିଶାର ଗୋଟିଏ ଲୋକସଭା ଆସନ ସହ ୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ସେହି ମର୍ମରେ ଜଗତସିଂହପୁର ଲୋକସଭା ଆସନ ପାଇଁ ବିଭୁପ୍ରସାଦ ତରାଇଙ୍କୁ ଟିକେଟ୍ ଦେଇଛି ଦଳ । ସେହିପରି ରାଜ୍ୟର ୨ଟି ବିଧାନସଭା ଆସନ ଯଥା-…
Read More...

କେନ୍ଦ୍ରାପଡ଼ାରେ ଅନୁଭବ ବନାମ ବୈଜୟନ୍ତ ନୁହେଁ ବରଂ ଅନୁଭବ ବନାମ ବାବୁସାନ୍: ଅନୁଭବଙ୍କ ଷ୍ଟାରଡମକୁ ଟକ୍କର ଦେବାଲାଗି…

କନକ ବ୍ୟୁରୋ: ଆଜି ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ ଛତାହାଟ ଗାଁରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ସଭା ମଞ୍ଚରେ ଓଲିଉଡର ସୁପରଷ୍ଟାର୍ ବାବୁସାନଙ୍କୁ ଦେଖିବାକୁ ମିଳିଛି। ଏହି ସଭାରେ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ପାଟକୁରା ନିର୍ବାଚନ ମଣ୍ଡଳୀର ବିଜେପି…
Read More...

ସୁନ୍ଦରଗଡରେ ପୁଣି ଦମ୍ଭୋକ୍ତି ଦେଖାଇଲେ ପ୍ରଧାନମନ୍ତ୍ରୀ ! ଓଡ଼ିଶାରେ ପଦ୍ମ ଫୁଟିବ, ଦେଶରେ ପୁଣି ଥରେ ପୂର୍ଣ୍ଣ ବହୁମତରେ…

କନକ ବ୍ୟୁରୋ : ବିଜେପିର ପ୍ରତିଷ୍ଠା ଦିବସରେ ଓଡିଶାରେ ପହଚିଂଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୟପୁର ଓ ଭବାନୀପାଟଣା ପରେ ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଗସ୍ତରେ ଆସି ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି ମୋଦି । ମୋ ସୁନ୍ଦରଗଡ଼ର ଭାଇଭଉଣୀ ମାନେ ମା’ମାଉସୀ ମାନେ କହି ଭାଷଣ ଆରମ୍ଭ କଲେ…
Read More...

ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨ ନିର୍ବାଚନି ସଭାରେ ଉଦବୋଧନ ଦେବାର ରହିଛି କାର୍ଯ୍ୟକ୍ରମ

କନକ ବ୍ୟୁରୋ : ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡାରେ ପହଞ୍ଚିଛନ୍ତି ମୋଦି । ଝାରସୁଗୁଜାରୁ ସିଧାସଳଖ ସୋନପୁର ଓ ସୁନ୍ଦରଗଡ ଯିବେ ମୋଦି । ମିଳିଥିବା ସୂଚନା ଅନୁସାରେ, ମୋଦି ନିର୍ବାଚନୀ ପ୍ରଚାରରେ ଓଡିଶା ଆସିଛନ୍ତି । ଆଜି…
Read More...

ସୁନ୍ଦରଗଡ ଓ ସୋନପୁର ଗସ୍ତ ପୂର୍ବରୁ ମୋଦିଙ୍କ ଟ୍ୱିଟ୍ ! ଓଡ଼ିଶାର ନିର୍ବାଚନୀ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ପାଇଁ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାରେ ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର । କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡ଼ିଶା । ଓଡ଼ିଶା ବିଜୟ ପାଇଁ ମୋଦିଙ୍କ ଠାରୁ ଆରମ୍ଭ କରି ରାହୁଲ ଗାନ୍ଧୀ, ଅମିତ ଶାହ,…
Read More...

ଆଜି ଓଡିଶା ଗସ୍ତରେ ଆସୁଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ! ବ୍ରହ୍ମପୁର ନିର୍ବାଚନୀ ସଭାରେ ଯୋଗ ଦେବେ ଯୋଗୀ

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବାରୁ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିଭିନ୍ନ ଜାତୀୟ ନେତା ଡେରାପକାଇଛନ୍ତି ଓଡିଶାରେ । ବାରମ୍ବାର ପ୍ରଚାରରେ ଆସି ନିଜ ଦଳ ସପକ୍ଷରେ ଭୋଟ ନେବା ପାଇଁ ଚେଷ୍ଟା କରୁଛନ୍ତି । କହିବାକୁ ଗଲେ ବିଜେପିର ଷ୍ଟାର ପ୍ରଚାରକମାନେ ଘନଘନ ଓଡିଶା ଗସ୍ତରେ…
Read More...

ଆଜି ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ସୁନ୍ଦରଗଡ ଓ ସୋନପୁରରେ କରିବେ ନିର୍ବାଚନୀ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର ପାଇଁ ଆଜି ପୁଣିଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସୁନ୍ଦରଗଡ଼ ଓ ସୋନପୁର ୨ଟି ନିର୍ବାଚନୀ ସଭାରେ ଯୋଗଦେଇ ନିଜ ଦଳ ବିଜେପି ସପକ୍ଷରେ ପ୍ରଚାର କରିବେ ମୋଦି । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।ସୁନ୍ଦରଗଡ଼…
Read More...

ନର୍ଲାରେ ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ପ୍ରଚାର। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ବଖାଣିବା ସହିତ ରାହୁଲ,…

କନକ ବ୍ୟୁରୋ: ନିର୍ବାଚନ ପାଇଁ ବିଜେପି ବି ପ୍ରଚାରକୁ ଜୋରଦାର କରିଛି । ଆଜି କାଳାହାଣ୍ଡି ନର୍ଲାରେ ବିଜେପି ଲୋକସଭା ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ରାହୁଲ ଗାନ୍ଧି ଓ ମମତା ବାନାର୍ଜୀ କେନ୍ଦ୍ରରେ ଅସ୍ଥିର…
Read More...

ଉଷ୍ମ ହେଉଛି ରାଜନୀତି ପାଣିପାଗ : ପ୍ରଚାର ପାଇଁ ମୈଦାନରେ ପ୍ରାର୍ଥୀ । ଭୋଟ ପାଇଁ ରାଜନୈତିକ ଦଳର କସରତ

ଆସ୍କାରେ ଏଥର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏଥର ମହିଳା ମୈଦାନରେ ଅଛନ୍ତି । ଆସ୍କା ଲୋକସଭାରୁ ପ୍ରମିଳା ବିଶୋୟୀ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ବିଧାନସଭାରୁ ମଞ୍ଜୁଳା ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି । ମଞ୍ଜୁଳା ସ୍ୱାଇଁ ହେଉଛନ୍ତି ସ୍ୱର୍ଗତ ଲଢୁ କିଶୋର ସ୍ୱାଇଙ୍କ ପତ୍ନୀ ।…
Read More...

କେନ୍ଦ୍ରାପଡ଼ା ରାଜନୈତିକ ବାତାବରଣ ଉଷ୍ମ ! ବୈଜୟନ୍ତଙ୍କ ବିରୋଧରେ ଅସନ୍ତୁଷ୍ଟ ବିଜେପି କର୍ମୀଙ୍କ ମେଳି,ଅଡ଼ୁଆରେ ସାଂସଦ…

କନକ ବ୍ୟୁରୋ : କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ତଳୀର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ତା ଗୋଟିଏ ପଟେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ କିନ୍ତୁ ବିଜେପି ଅସନ୍ତୁଷ୍ଟଙ୍କ ମେଳି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ବିଭିନ୍ନ ସ୍ଥାନରେ…
Read More...