Browsing Category

ବିଜେପି

କଂଗ୍ରେସ ଇସ୍ତାହାରକୁ ସମାଲୋଚନା କଲେ ମୋଦି !  କହିଲେ , ଭାରତ କଥା କମ ପାକିସ୍ତାନ କଥା ଅଧିକ ରହିଛି କଂଗ୍ରେସ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନିକଟ ଅତୀତରେ ପ୍ରକାଶ ପାଇଥିବା କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ସମାଲୋଚନା କରି କହିଛନ୍ତିି କି କଂଗ୍ରେସର ଇସ୍ତାହାରରେ ଭାରତ କଥା କମ୍, ପାକିସ୍ତାନ ସପକ୍ଷରେ ବେଶି ପ୍ରତିଶ୍ରୁତି ରହିଛି। ‘ପ୍ରଥମ ଥର ଭାରତ ସୀମା ପାର୍…
Read More...

ଚର୍ଚ୍ଚାରେ ଦାମଙ୍କ ନାମାଙ୍କନ ! ବିରାଟ ଶୋଭାଯାତ୍ରା ପରିବର୍ତ୍ତେ ଏକୁଟିଆ ଆସିଲେ, ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଦାଖଲ…

କନକ ବ୍ୟୁରୋ: ଜଗତସିଂହପୁରରେ ଗତକାଲି ବିଭିନ୍ନ ଦଳର ପ୍ରମୁଖ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବିଭିନ୍ନ ଦଳର ପ୍ରାର୍ଥୀ ଉତ୍ସାହର ସହ ଶୋଭାଯାତ୍ରାରେ ଆସିଥିବା ବେଳେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିନା…
Read More...

ଆଜି ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା ! ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ପୁରୀ ବଡଦାଣ୍ଡରେ କରିବେ ରୋଡ ସୋ’

କନକ ବ୍ୟୁରୋ : ବିଜେପିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆଜି ପୁଣି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁରୀ ଆସୁଛନ୍ତି। ଅପରାହ୍ନ ୫ଟାରେ ଶାହା ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସିଧାସଳଖ ପୁରୀ ଗସ୍ତ କରିବେ। ସନ୍ଧ୍ୟା ୬ଟାରେ ମହାପ୍ରଭୁଙ୍କ ଦର୍ଶନ…
Read More...

ବିଜେପିର ଘୋଷଣାପତ୍ର ‘ସଂକଳ୍ପିତ ଭାରତ,ସଶକ୍ତ ଭାରତ’ ଜାରୀ ! ଛୋଟ ଦୋକାନୀଙ୍କୁ ୬୦ ବର୍ଷ ପରେ ମିଳିବ ପେନସନ୍ ।

ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନ ୨୦୧୯ ପାଇଁ ନିଜର ଘୋଷଣା ପତ୍ର ଜାରୀ କରିସାରିଛି । ଏହି ଘୋଷଣା ପତ୍ରରେ ‘ସଂକଳ୍ପିତ ଭାରତ,ସଶକ୍ତ ଭାରତ’ ନାଁ ଦିଆଯାଇଛି । ୫ ବର୍ଷ ସରକାର ଚଲାଇବା ପରେ ବିଜେପି ଏବେ ଆଗାମୀ ୫ ବର୍ଷ ପାଇଁ ନିଜର ଭିଜନ୍ କୁ ଦେଶ ସାମ୍ନାରେ ରଖିଛି । ସଂକଳ୍ପପତ୍ର…
Read More...

ପୁରୀ ବିଜେପିକୁ ଝଟକା । ରାଜ୍ୟ ନେତୃବୃନ୍ଦଙ୍କ ବିରୋଧରେ ବିଷୋଦଗାର କରି ‘ପଦ୍ମ’ ଛାଡ଼ିଲେ କୃଷ୍ଣ ।

କନକ ବ୍ୟୁରୋ: ପୁରୀ ବିଜେପିକୁ ବଡ଼ ଝଟକା । ‘ପଦ୍ମ’ ଶିବିରକୁ ବାଏ ବାଏ କଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପଣ୍ଡା । ଦଳ ଅଣଦେଖା ଓ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଦର୍ଶାଇ ଇସ୍ତଫା ଦେଇଛନ୍ତି କୃଷ୍ଣ । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ବସନ୍ତ…
Read More...

ଓଡ଼ିଶା ପାଇଁ ବିଜେପିର ୯ଟି ‘ସଂକଳ୍ପ ପତ୍ର’ । କ୍ଷମତାକୁ ଆସିବାମାତ୍ରେ ଲାଗୁ ହେବ ଆୟୁଷ୍ମାନ ଯୋଜନା, ଅନ୍ତୋଦୟ ଯୋଜନାରେ…

କନକ ବ୍ୟୁରୋ: ଓଡ଼ିଶା ପାଇଁ ‘୯ଟି ସଂକଳ୍ପ ପତ୍ର’ ଜାରି କଲା ବିଜେପି । ୨୦୧୯ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୁବନେଶ୍ୱରରେ ଇସ୍ତାହାର ପତ୍ର ପ୍ରକାଶ କରିଛନ୍ତି । ଓଡ଼ିଶାରେ ଗରିବୀ ହଟାଇବାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି ।୧୫ ବର୍ଷରୁ କମ ବୟସର…
Read More...

ସୁନ୍ଦରଗଡ଼ ସଭାରେ ଉଠିଲା ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍ ପ୍ରସଙ୍ଗ: ଜୁଏଲ ମନେ ପକେଇଲେ, କିନ୍ତୁ ସବୁ ଶୁଣି ଚୁପ୍ ରହିଲେ…

କନକ ବ୍ୟୁରୋ: ଦ୍ବିତୀୟ ବ୍ରାହ୍ମଣୀ ସେତୁ ଏବଂ ଆଇଜିଏଚ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପାଲଟିଛି ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ। ଗତ ନିର୍ବାଚନର ଏହି ଦୁଇ ପ୍ରତିଶ୍ରୁତି ପାଳନ କରି ନ ଥିବାରୁ ଜିଲ୍ଲାରେ ବିଜେପି ନେତାଙ୍କ ମୁହଁ ବନ୍ଦ। ନିର୍ବାଚନର ବହୁ ଆଗରୁ…
Read More...

କଂଗ୍ରେସ ହେଉଛି ଏକ ବୁଡିଯାଉଥିବା ଟାଇଟାନିକ୍ ଜାହାଜ , ଯେ ନିଜ ଅସୁବିଧା ସମୟରେ ମିଛ ପ୍ରତିଶୃତି ଦେଇ ନିର୍ବାଚନ ଶେଷ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସର କୌଣସି ତରଫରୁ ନିର୍ବାଚନ ଭାରି ପଡିଥିବା କଥାକୁ ଖାରଜ କରି କହିଛନ୍ତି , କଂଗ୍ରେସ ହେଉଛି ଏକ ବୁଡିଯାଉଥିବା ଟାଇଟାନିକ୍ ଜାହାଜ । ସେ ରାଜଦ୍ରୋହର ଆଇନ୍ ସମାପ୍ତ କରିବା କଥା କହି ମଧ୍ୟ କଂଗ୍ରେସକୁ ନିନ୍ଦା କରିଥିଲେ । ସେ ମଧ୍ୟ ମହାରାଷ୍ଟ୍ରର…
Read More...

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଗଞ୍ଜାମର ପୋଲସରା ଏବଂ ବରଗଡରେ କରିବେ ନିର୍ବାଚନୀ…

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବାବେଳେ ବରଗଡ଼ ଜିଲ୍ଲାରେ ପ୍ରଚାର ସେହି ତୁଳନାରେ ଆଗେଇ ନାହିଁ। ଜିଲ୍ଲାକୁ ଏଯାଏଁ ଷ୍ଟାର୍ ପ୍ରଚାରକଙ୍କ ପାଦ ପଡ଼ିନାହିଁ। ତେବେ ଆଜି ଅମିତ ଶାହ ପ୍ରଥମ ଷ୍ଟାର୍ ପ୍ରଚାରକ ଭାବେ ବରଗଡ଼କୁ ଆସୁଛନ୍ତି। ଶ୍ରୀ ଶାହଙ୍କ ଏହା ପ୍ରଥମ ବରଗଡ଼ ଗସ୍ତ ହୋଇଥିବାରୁ…
Read More...

ଓଡିଶାରେ ମୋଦିଙ୍କ ତୃତୀୟ ନିର୍ବାଚନୀ ପ୍ରଚାର: ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କହିଲେ, ଓଡିଶାର ଗରିବୀ ପାଇଁ ଦାୟୀ…

କନକ ବ୍ୟୁରୋ: ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ତୃତୀୟ ନିର୍ବାଚନୀ ପ୍ରଚାର ବେଳେ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ରାଜ୍ୟରେ କ୍ଷମତାରେ ଥିବା ଦଳର ନୀତି ଓ ଉଦ୍ଦେଶ୍ୟ ଠିକ ନଥିବାରୁ ଓଡିଶା ପଛୁଆ । ଓଡିଶାକୁ ପଛୁଆ କରି ରଖିବା ପଛରେ…
Read More...