Browsing Category

ବିଜେପି

ଆଜି ଓଡିଶାରେ ରୋଡ ସୋ’ କରିବେ ବିଜେପି ନେତା ମନୋଜ ତିୱାରି । ସେପଟେ ଆସନ୍ତାକାଲି ନିର୍ବାଚନ ପ୍ରଚାର ପାଇଁ ଆସିବେ ଯୋଗୀ

କନକ ବ୍ୟୁରୋ : ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ଓଡିଶାକୁ ଠିକ ସେପରି ଭାବରେ କେନ୍ଦ୍ରୀୟ ନେତାମାନେ ପ୍ରଚାରରେ ଆସୁଛନ୍ତି । ପ୍ରତ୍ୟେକ ସପ୍ତାହରେ କେହି ନା କେହି କେନ୍ଦ୍ରୀୟ ନେତାଙ୍କ ଗସ୍ତ ସମ୍ପର୍କରେ ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ,  ସିନେ ଅଭିନେତା ତଥା ଦିଲ୍ଲୀ…
Read More...

ଧର୍ମେନ୍ଦ୍ର ଦେଖାଇଲେ ସୁନେଲୀ ସ୍ୱପ୍ନ । ବିଜେପି ସରକାରକୁ ଆସିଲେ ୧ ଟଙ୍କାରେ ମିଳିବ ଡାଲି ଚାଉଳ ଓ ଲୁଣ, ୩.୨୬ କୋଟି…

କନକ ବ୍ୟୁରୋ : ୧ ଟଙ୍କାରେ ମିଳିବ ଲୁଣ, ଚାଉଳ ଓ ଡାଲି । ରାଜ୍ୟରେ ବିଜେପି ସରକାର ଆସିଲେ ୧ ଟଙ୍କାରେ ମିଳିବ ଖାଦ୍ୟ ସାମଗ୍ରୀ । ଏଭଳି ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ନିର୍ବାଚନ ମାହୋଲ ଉଷ୍ମ ରହିଥିବା ବେଳେ ଧର୍ମେନ୍ଦ୍ରଙ୍କ ଏହି ଘୋଷଣାକୁ ନେଇ…
Read More...

ଦିଲୀପଙ୍କୁ ନେଇ ଜୁଏଲଙ୍କ ବଡ଼ ବୟାନ ! ବିଜେପି ପାଇଁ ପ୍ରଚାର କରିବେ ଦିଲୀପ, ପର କରିଥିବା ‘ପଦ୍ମ’କୁ ପୁଣି ଆପଣାଇ ନେବେ…

କନକ ବ୍ୟୁରୋ: ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପିରେ ମିଶିବା ପରେ ଦିଲୀପ ରାୟଙ୍କୁ ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ତାହା ଏବେ ଭିନ୍ନ ମୋଡ଼ ନେଇଛି । ଆଉ ଏନେଇ ଜୁଏଲ ଓରାମଙ୍କ ବୟାନ ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ରାଉରକେଲାରେ ସାମ୍ବାଦିକ ସମ୍ମିଳନୀ କରି ଜୁଏଲ…
Read More...

ବାରାଣାସୀରେ ନାମାଙ୍କନ ପୂର୍ବରୁ ଗଙ୍ଗା ପୂଜା ସହ ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି ! କାର୍ଯ୍ୟକ୍ରମକୁ ଐତିହାସିକ…

ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଙ୍ଗା ପୁଜା କରିବାର ଯୋଜନା ରହିଛି । ଶୁକ୍ରବାର ନରେନ୍ଦ୍ର ମୋଦି ସଂସଦୀୟ ସିଟ୍ ଉପରେ ନାମାଙ୍କନକୁ ଅନ୍ତିମ ରୁପ ଦେବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବାରାଣାସୀ ପହଂଚିଥିଲେ । ଶାହ…
Read More...

ପଦ୍ମ ଫୁଟାଇବାକୁ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କଲେ ବିଜେପି ଚାଣକ୍ୟ, ଶାହା କହିଲେ, କେନ୍ଦୁଝରରେ ହେବ ଷ୍ଟିଲ୍ ପ୍ଲାଣ୍ଟ…

କନକ ବ୍ୟୁରୋ: ପ୍ରତିଶ୍ରୁତି ବର୍ଷା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପାଞ୍ଚ ବର୍ଷ ଓଡ଼ିଶାରେ ମୋଦି ସରକାରଙ୍କୁ ସରକାର ଗଠନ କରିବାକୁ ସୁଯୋଗ ଦିଅ ଓଡ଼ିଶାକୁ ଏକ ନମ୍ବର ରାଜ୍ୟଭାବେ ଗଢ଼ି ତୋଳିବ ବିଜେପି । ଏପରିକି ବହୁ ଦିନର ଦାବି କେନ୍ଦୁଝର ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟର…
Read More...

ବିଜେପି ଫୋକସରେ ଓଡ଼ିଶା । ପୁଣି ଓଡିଶା ଆସିବେ ମୋଦି-ଶାହା, ଆସନ୍ତାକାଲି ଶାହା,୧୬ ତାରିଖରେ ମୋଦି । ଜାଣନ୍ତୁ କେଉଁଠି…

କନକ ବ୍ୟୁରୋ : ବିଜେପି ଫୋକସରେ ଓଡିଶା ରହିଥିବା ବେଳେ ଦଳର ଦୁଇ ଶୀର୍ଷ ନେତା ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି । ଏହି କ୍ରମରେ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ମୋଦି-ଶାହା । ଆସନ୍ତାକାଲି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଗସ୍ତରେ ଆସିବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ…
Read More...

କେତେ ଟଙ୍କାର ମାଲିକ ବୈଜୟନ୍ତ । ସତ୍ୟପାଠରେ ସାମ୍ନାକୁ ଆସିଲା ସତ, କୋଟି କୋଟି ଟଙ୍କା ଥାଇ ସୁଦ୍ଧା ଋଣ କରିଛନ୍ତି…

କନକ ବ୍ୟୁରୋ : ରାଜ୍ୟ ରାଜନୀତିର ଫୋକସରେ ଏବେ କେନ୍ଦ୍ରାପଡା ଲୋକସଭା ଆସନ । ହେଭିୱେଟଙ୍କ ଲଢେଇର ମୂକସାକ୍ଷୀ ପାଲଟିବାକୁ ଯାଉଛି କେନ୍ଦ୍ରାପଡା । ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ରାପଡାରେ ନିର୍ବାଚନ ହେବାକୁ ଥିବା ବେଳେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ଆଉ ନାମାଙ୍କନପତ୍ର ଦାଖଲ ପରେ…
Read More...

ବିଜେପିକୁ ବଡ଼ ସଫଳତା ! ବିଜେପିରେ ସାମିଲ ହେଲେ ଗୁଜ୍ଜର ନେତା କିରୋରୀ ସିଂ ବୈଂସଲା ।

ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ବିଜେପିକୁ ଏକ ବଡ଼ ସଫଳତା ମିଳିଛି । ଗୁଜ୍ଜର ନେତା କିରୋରୀ ସିଂ ବୈଂସଲା ଆଜି ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ପୁଅ ବିଜୟ ବୈଂସଲା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଆଜି ବିଜେପି ମୁଖ୍ୟାଳୟର ହୋଇଥିବା ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ସେ ବିଜେପିରେ ଯୋଗ…
Read More...

ଶ୍ରୀକ୍ଷେତ୍ରରେ ଶାହା । ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ବିଶାଳ ରାଲିରେ କଲେ ଶକ୍ତି…

କନକ ବ୍ୟୁରୋ: ପୁଣି ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟକ୍ଷ ଅମିତ ଶାହା । ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଷ୍ଟାରପ୍ରଚାରକ ଭାବେ ପୁରୀରେ ପହଁଚିଲେ ଅଧ୍ୟକ୍ଷ ଅମିତ ଶାହା । ପୁରୀରେ ପହଂଚିବା ପରେ ଶାହା ପ୍ରଥମେ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଆଶିର୍ବାଦ…
Read More...

ପ୍ରଚାର ବେଳେ ବିଜେପି ବିଧାୟକ ପ୍ରାର୍ଥୀ ହଟହଟା । ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବାରୁ ପ୍ରଦୀପ…

କନକ ବ୍ୟୁରୋ: ପ୍ରଚାର ବେଳେ ହଟହଟା ହେଲେ ପଦ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ । ଗତ ନିର୍ବାଚନ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବାରୁ ପ୍ରଶ୍ନବାଣରେ ପୋତିପକାଇଲେ ପଦ୍ମପୁର ବ୍ଲକ ବୁଡାମାଲ ପଂଚାୟତ ଗୁଠୁଲ ଗ୍ରାମର ଲୋକ । ପରିସ୍ଥିତି ଏପରି ହୋଇଥିଲା ଯେ ମିଟିଂ ଛାଡି…
Read More...