Browsing Category

ବିଜେପି

କେନ୍ଦ୍ରାପଡ଼ା ବିଜେପିରେ ଦାନା ବାନ୍ଧୁଛି ବିଦ୍ରୋହ: ଦୁଇ ବିଜୟଙ୍କ ପ୍ରାର୍ଥିତ୍ବକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଭୁବନ…

କନକ ବ୍ୟୁରୋ: ପାଟକୁରାରୁ ବିଜୟ ମହାପାତ୍ର ଓ ମହାକାଳପଡ଼ାରୁ ବିଜୟ ପ୍ରଧାନଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ କେନ୍ଦ୍ରାପଡ଼ା ଜ଼ିଲ୍ଲା ବିଜେପିରେ ବିଦ୍ରୋହ ଦାନା ବାନ୍ଧୁଛି। ମହାକାଳପଡ଼ାରୁ ବିଜେପିର ଆଶାୟୀ ପ୍ରାର୍ଥୀ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନମୋହନ ଜେନା ଓ ୭ଟି…
Read More...

ମିଶନ ୧୨୦ପ୍ଲସ ଲକ୍ଷ୍ୟରେ ବିଜେପି: ଓଡ଼ିଶାରେ ପ୍ରଚାର ଅଭିଯାନକୁ ଜୋରଦାର କରିବା ପାଇଁ ୬ରେ ଆସିବେ ଯୋଗୀ

କନକ ବ୍ୟୁରୋ: ଓଡ଼ିଶାରେ ମିଶନ ୧୨୦ପ୍ଲସ ଲକ୍ଷ୍ୟରେ ରହିଛି ବିଜେପି। ଏଥିପାଇଁ ଓଡ଼ିଶାରେ ପ୍ରଚାର ଅଭିଯାନକୁ ଜୟପୁର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହୋଇଥିଲା। ନିଜେ ପ୍ରଧାନମନ୍ତ୍ରୀ ଗତ ୨୯ତାରିଖ ଦିନ ଆସି ଅବିଭକ୍ତ କୋରାପୁଟ ଜିଲ୍ଲାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ। ଏହାପରେ…
Read More...

ଆଜି ଜମିବ ଷ୍ଟାର ପ୍ରଚାରକଙ୍କ ଭିଡ: ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ଶିବରାଜ ଏବଂ ମାୟାବତୀ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଆସୁଛନ୍ତି। ଚଳିତ ନିର୍ବାଚନରେ ପ୍ରଚାର ପାଇଁ ଏହା ମୋଦୀଙ୍କ ଦ୍ବିତୀୟ ଗସ୍ତ। ସେ ଆଜି ସକାଳ ୧୧ଟାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ। ଗତ ୨୯ ତାରିଖରେ ମୋଦୀ…
Read More...

ଶାହାଙ୍କ ଟାର୍ଗେଟରେ ରାଜ୍ୟ ସରକାର । ବିଜେଡି ସରକାର ହଟାଇ ‘ପଦ୍ମ’ ଫୁଟାଇବାକୁ ଦେଲେ ଆହ୍ୱାନ

କନକ ବ୍ୟୁରୋ: ୨୦୧୯ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ବିଜେପି ଫୋକସରେ ରହିଛି ଓଡିଶା । ନିକଟରେ ଓଡିଶା ଗସ୍ତରେ ଆସିଥିବା ଦଳର ମୁଖିଆ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କ ଉପରେ ରହିଥିବା ଆକ୍ରମଣାତ୍ମକ ମନୋଭାବରୁ ସ୍ପଷ୍ଟ ବାରିହୋଇଯାଉଥାଏ କି…
Read More...

ବିଜେଡି ଛାଡିଲେ, ବିଜେପିକୁ ଗଲେ, ଟିକେଟ ନେଲେ । ନୀଳଗିରିର ନୂଆ ରାଜନୈତିକ ସମୀକରଣ

କନକ ବ୍ୟୁରୋ: ଆଜି ଆଉ ୩ ଲୋକସଭା ଏବଂ ୧୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ମୟୁରଭଂଜ,ଭଦ୍ରକ ଏବଂ ଯାଜପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆନନ୍ଦପୁର,ରାଇରଙ୍ଗପୁର,ମୋରଡା, ନୀଳଗିରି,ଆଠମଲ୍ଲି. ବାଙ୍କୀ, ଆଠଗଡ, ପାଟକୁରା, ମହାକାଳପଡା,ପୁରୀ…
Read More...

୩ ଲୋକସଭା ଓ ୧୧ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି ! ପାଟକୁରାରୁ ବିଜୟ ମହାପାତ୍ର ଓ ଭୁବନେଶ୍ୱର ଉତ୍ତରରୁ…

କନକ ବ୍ୟୁରୋ : ବିଜେପି ଆଜି ଆଉ ୩ଟି ଲୋକସଭା ଓ ୧୧ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୟରୁଭଞ୍ଜରୁ ବିଶ୍ୱେଶ୍ୱର ଟୁଡୁ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଯାଜପୁରରୁ ଅମୀୟ ମଲ୍ଲିକଙ୍କୁ ସାଂସଦ ପ୍ରାର୍ଥୀ କରିଛି ଦଳ । ବିଧାନସଭା ପ୍ରାର୍ଥୀ ତାଲିକାରେ ବିଜେପିର ବରିଷ୍ଠ ନେତା ବଜୟ…
Read More...

ଆଜି ଓଡିଶା ଆସୁଛନ୍ତି ଅମିତ ଶାହା । ପାରଳାଖେମୁଣ୍ଡି ଓ ଉମରକୋଟର ଜନସଭାରେ ହେବେ ସାମିଲ : ଭୋଟରଙ୍କୁ ମନେଇବେ,…

କନକ ବ୍ୟୁରୋ : ବିଜେପି ରାଷ୍ଟ୍ର ଅଧ୍ୟକ୍ଷ ଅମିତ ଶାହ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଏପ୍ରିଲ ପହିଲା ଅବସରରେ ଦୁଇଟି ନିର୍ବାଚନୀ ସଭାରେ ଯୋଗଦେବେ। ସକାଳ ୧୧ଟା ବେଳେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି କାଶୀନଗର ବ୍ଲକର ସିଦ୍ଧାବଡ଼ଙ୍ଗା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ…
Read More...

ଆଚାର ସଂହିତା ଉଲ୍ଲଘଂନ କରୁଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ! ଅଧିକାରୀ ରୋକିବାରୁ ନେତାଙ୍କ ଦେଖିବାକୁ ମିଳିଲା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ଉପରେ ବିହାରର ବକ୍ସରରେ ଏସଡିଏମ୍ ଙ୍କ ସହ ଅଭଦ୍ରତା କରିବାର ମାମଲା ସାମ୍ନାକୁ ଆସିଛି । ଏସଡିଏମ୍ ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ ଆଦର୍ଶ ଆଚାର ସଂହିତା ପାଳନର ନିୟମ କହିଲେ ଏବଂ ଅଧିକ ଗାଡି ନେବା ପାଇଁ ବାରଣ ମଧ୍ୟ କରିଥିଲେ । କିନ୍ତୁ ନିୟମ ମାନିବା ବଦଳରେ…
Read More...

ଲୋକସଭା ନିର୍ବାଚନ ପୂର୍ବରୁ ଆଜି ମୋଦି କରିବେ ମେଗା ଶୋ’ ‘ମେ ଭି ଚୌକିଦାର’ ! ୫୦୦ ସଂସଦୀୟ କ୍ଷେତ୍ରକୁ କରିବେ…

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ଚୌକିଦାର ଚୋର ହେ’ ବିପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଏକ ମେଗା ଶୋ’ କରିବାକୁ ଯାଉଛନ୍ତି । ଆଜି ସନ୍ଧ୍ୟା ଦିଲ୍ଲୀର ତାଲକଟୋରା ଷ୍ଟାଡିୟମ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏହି…
Read More...

ଚାଲିଛି ଦଳ ଡ଼ିଆଁ ପର୍ବ । ‘ପଦ୍ମ’ ଧରିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ, ଯାଜପୁର ପୂର୍ବତନ ସାଂସଦ ମୋହନ ଜେନା ।

କନକ ବ୍ୟୁରୋ: ମଧ୍ୟାହ୍ନରେ ବିଜେଡି ଛାଡ଼ିଥିଲେ ଏବେ ‘ପଦ୍ମ’ ଧରିଲେ । ବିଜେପିରେ ମିଶିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧଭାବେ ‘ପଦ୍ମ’ ଧରିଛନ୍ତି ପୂର୍ବତନ ବରିଷ୍ଠ ବିଜେଡି ନେତା ଅର୍ଜୁନ ସେଠୀ । ତେବେ ଚଳିତଥର ଭଦ୍ରକ ଲୋକସଭା ପାଇଁ ବିଜେଡି ତାଙ୍କୁ…
Read More...