Browsing Category

ବିଜେଡି

କେନ୍ଦ୍ରାପଡ଼ାରେ ଷ୍ଟାର ପ୍ରଚାର ! ଅଭିନେତା ପତି ଅନୁଭବଙ୍କ ପାଇଁ ଭୋଟ୍ ମାଗିଲେ ଅଭିନେତ୍ରୀ ପତ୍ନୀ ବର୍ଷା…

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବଙ୍କ ପାଇଁ ଭୋଟ୍ ମାଗିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ନିଜ ସ୍ୱାମୀଙ୍କ ପାଇଁ ମହାକାଳପଡା ନିର୍ବାଚନ ମଣ୍ଡଳୀର ମାର୍ଶାଘାଇରେ ରୋଡ ସୋ କରିଛନ୍ତି ବର୍ଷା । ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ସହ ବର୍ଷା…
Read More...

ମୋଦି ସରକାରଙ୍କୁ ନବୀନ କଲେ ‘ଡବଲ ଇଂଜିନ୍’ ଆଟାକ୍ ! ପଚାରିଲେ, ଡବଲ ଇଂଜିନ୍ ରାଜ୍ୟରେ କାହିଁକି ହାରିଲା ବିଜେପି,…

କନକ ବ୍ୟୁରୋ : ମୋଦି ଓ ବିଜେପି ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ସିଧା ଟାର୍ଗେଟ୍ । ବିଜେପିକୁ ଧନୀ ଲୋକଙ୍କ ଦଳ ବୋଲି କହିବା ସହ ଧନୀ ଲୋକଙ୍କ ସ୍ୱାର୍ଥ ପାଇଁ କାମ କରୁଛି ବୋଲି ଅଭିଯୋଗ କରିଛନ୍ତି ନବୀନ । ସେହିପରି ବିଜେପିର ଡବଲ ଇଂଜିନ୍ ଥିଓରୀକୁ ସମାଲୋଚନା କରି ପ୍ରଶ୍ନ କରିଛନ୍ତି, ବିଜେପି…
Read More...

ନିର୍ବାଚନ ଆଚରଣ ଉଲ୍ଲଂଘନ ଅଭିଯୋଗରେ ଦେବାଶିଷଙ୍କୁ ନୋଟିସ । ୪୮ ଘଣ୍ଟା ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ନିର୍ବାଚନ ଅଧିକାରୀଙ୍କ ନୋଟିସ । ତୃତୀୟ ପର୍ଯ୍ୟାୟ ପାଇଁ ଭୋଟିଂ ଚାଲିଥିବା ବେଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଦେବାଶିଷଙ୍କୁ ନୋଟିସ ଜାରି କରାଯାଇଛି । ଗଣତନ୍ତ୍ରର ମହାପର୍ବରେ ନିର୍ବାଚନ ଆଚରଣ ବିଧି…
Read More...

ବାସୁଦେବପୁରରେ ନବୀନଙ୍କ ପ୍ରଶ୍ନ । ‘ଡବଲ ଇଂଜିନ’ ରାଜ୍ୟରେ କାହିଁକି ହାରିଲା ବିଜେପି?

କନକ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାରାଥନ ପ୍ରଚାରରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି ସୁପ୍ରିମୋ ଆଜି ପ୍ରଥମେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ବାସୁଦେବପୁରରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ଦଳ ପକ୍ଷରୁ ଆୟୋଜିତ ଏକ…
Read More...

ଧାଡିରେ ଛିଡା ହେଲେ , ଭୋଟ ଦେଲେ ନବୀନ । କହିଲେ, ୨୦୧୯ରେ ଭଲ ପ୍ରଦର୍ଶନ କରିବ ବିଜେଡି

କନକ ବ୍ୟୁରୋ : ଗଣତନ୍ତ୍ରର ସବୁଠୁ ବଡ ପର୍ବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାସହ ନିଜର ମୂଲ୍ୟବାନ ଭୋଟ ଦେଇଛନ୍ତି ନବୀନ । ଭୁବନେଶ୍ୱର ଏକାମ୍ର ନିବାର୍ଚନମଣ୍ଡଳୀର ଭୋଟର ଭାବେ ଭୋଟ ଦେଇଛନ୍ତି ନବୀନ । ଏକାମ୍ର ନିର୍ବାଚନମଣ୍ଡଳୀର ୧୧୨ ନମ୍ବର ବୁଥ୍ ଏରୋଡ୍ରମ କଲୋନୀ…
Read More...

ବିଜେପିର ପରିବର୍ତ୍ତନ ନାରାକୁ ନବୀନଙ୍କ କାଉଂଟର । କହିଲେ, ଦାରିଦ୍ର‌୍ୟ ଦୂରୀକରଣରେ ସବୁଠି ଆଗରେ ଓଡ଼ିଶା, ଏହା ନୁହେଁ…

କନକ ବ୍ୟୁରୋ : ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର । ଆଜି ଜଗତସିଂପୁର ଏବଂ ଯାଜପୁର ଲୋକସଭା କ୍ଷେତ୍ରର ବିଭିନ୍ନ ଅଂଚଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ନବୀନ । ଆଉ ଏହି ପ୍ରଚାର ବେଳେ ପରିବର୍ତନର ବ୍ୟାଖ୍ୟା କରିଛନ୍ତି ନୀବନ । ରାଜ୍ୟରେ…
Read More...

କୋର୍ଟ ପରିସରରେ ବେହୋସ ହେଲେ ମହାରଥୀ । ଫ୍ଲାଇର୍ ସ୍କ୍ୱାର୍ଡକୁ ଆକ୍ରମଣ ଘଟଣାରେ ଗିରଫ ହୋଇଛନ୍ତି ପ୍ରଦୀପ ।

କନକ ବ୍ୟୁରୋ : କୋର୍ଟ ପରିସରରେ ବେହୋସ ହେଲେ ପ୍ରଦୀପ ମହାରଥୀ । ଗିରଫ ହେବା ପରେ ପ୍ରଦୀପଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଯାଇଛି । ତେବେ କୋର୍ଟ ପରିସରରେ ଗୁରୁତର ଭାବେ ଅସୁସ୍ଥ ହୋଇଥିଲେ ପ୍ରଦୀପ । ଗତକାଲି ପିପିଲିରେ ଫ୍ଲାଇଂ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ…
Read More...

ଧର୍ମେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଗିରଫ ଦାବିରେ ସିଇଓଙ୍କୁ ଫେରାଦ ହେଲା ବିଜେଡି । ଜାଣନ୍ତୁ କାହିଁକି?

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡିର ପ୍ରତିନିଧି ଦଳ । ତେବେ ଅଭିଯୋଗ ମୁତାବକ, ନିର୍ବାଚନ ଅଧିକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଯଦି ପ୍ରଦୀପ ମହାରଥୀଙ୍କୁ ଗିରଫ…
Read More...

ବରୀରେ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର । ଜନସଭା ପରେ ବିଶାଳ ରୋଡ୍ ସୋ’, ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍…

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବରୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାର । ବରୀରେ ଜନସଭା କରିବା ପରେ ରୋଡ୍ ସୋ’ରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇଟେକ୍ ବସରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ।…
Read More...

ଗିରଫ ହେବା ପୂର୍ବରୁ ଫେସବୁକରେ ପୂରା ଘଟଣା କହିଲେ ମହାରଥୀ । ଦେଖନ୍ତୁ ପୂରା ଭିଡିଓ

କନକ ବ୍ୟୁରୋ : ଗିରଫ ହେଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ । ଗତକାଲି ପିପିଲିରେ ଫ୍ଲାଇଂ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ହେବା ପୂର୍ବରୁ ଫେସବୁକ ପେଜରେ ନିଜର ମତ ରଖିଛନ୍ତି ମହାରଥୀ । ଗତକାଲି ରାତିର…
Read More...