Browsing Category

ନିର୍ବାଚନ ଖବର

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଦୁଇଟି ଆସନରୁ ଲଢିପାରନ୍ତି ରାହୁଲ ଗାନ୍ଧୀ ! ଆମେଠି ସହ ଦକ୍ଷିଣ ଭାରତର କୌଣସି ଆସନକୁ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ୨ଟି ଲୋକସଭା ଆସନରୁ ଲଢିପାରନ୍ତି ରାହୁଲ ଗାନ୍ଧୀ । ଏଭଳି ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି । ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଥମ ରାଜନୈତିକ ଦଳ ଭାବେ କଂଗ୍ରେସ ୧୫ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏଥିରେ ରାହୁଲ…
Read More...

କଂଗ୍ରେସର ତୃତୀୟ ପ୍ରାର୍ଥୀ ତାଲିକାରେ ବି ଦେଖିବାକୁ ମିଳିଲା ପରିବାରବାଦ ! ଜାଣନ୍ତୁ କେଉଁ ଆସନରୁ ଲଢ଼ିବ କିଏ ?

କନକ ବ୍ୟୁରୋ : ପାଖେଇ ଆସୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଉ ଏଥିପାଇଁ ପ୍ରାର୍ଥୀପତ୍ର ଦାଖଲ ସମୟ ପାଖେଇ ଆସୁଛଛି । ସବୁ ରାଜନୈତିକ ଦଳରେ ଶେଷ ପର୍ଯ୍ୟାୟରେ ପହଂଚିଛି ପ୍ରାର୍ଥୀ ଚୟନ । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି କଂଗ୍ରେସ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି…
Read More...

ଆଜି ବସିବ ବିଜେପିର ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ଦଳ ବୈଠକ : ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସିପାରେ ପ୍ରଥମ…

କନକ ବ୍ୟୁରୋ : ଆଜି ବସୁଛି ବିଜେପିର ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ଦଳ ବୈଠକ । ଏହ ବୈଠେକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଅନେକ ଦିଗ୍ଗଜ ନେତା ସାମଲି ହେବେ । ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି…
Read More...

ଆପଣଙ୍କ ଅଞ୍ଚଳରେ ନେତା କରୁଛନ୍ତି କି ଆଚରଣବିଧିର ଉଲ୍ଲଂଘନ ? ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ଏହି ନମ୍ବରରେ…

କନକ ବ୍ୟୁରୋ : ନିର୍ବାଚନ ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ୍ । ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ୨୦୧୯ ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ ରୁମ୍…
Read More...

ପୁଅ ପାଇଁ ବାପା କଲେ ଟିକେଟ୍ ଲବି ! ନବୀନଙ୍କୁ ଭେଟିଲେ ଯୋଗେନ୍ଦ୍ର, କହିଲେ ବୟସ ବଢିଲାଣି, ପୁଅକୁ ମିଳୁ ସୁଯୋଗ ।

କନକ ବ୍ୟୁରୋ : ଓଡିଶା ରାଜନୀତିରେ ଜୋର ଧରିଛି ବାପା-ପୁଅଙ୍କ ଟିକେଟ୍ ଲବି । କିଏ ପୁଅକୁ ବାଟ ଛାଡିବା ପାଇଁ ଖୋଲାଖୋଲି କହୁଥିବା ବେଳେ ଆଉ କିଏ ନିଜେ ଲଢ଼େଇ ପାଇଁ ପ୍ରସ୍ତୁତ । ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା ନିଜ ପୁଅକୁ ଟିକେଟ୍ ଦେବାକୁ ନବୀନ ନିବାସ ଆସି ଲବି କରୁଥିବାବେଳେ ପାରାଦୀପ…
Read More...

୨୦୧୯ ହେବ ଦେଶର ଶେଷ ନିର୍ବାଚନ ! ଜାଣନ୍ତୁ କାହଁକି ଏମିତି କହିଲେ ବିଜେପି ସାଂସଦ । 

ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭାରତୀୟ ଜନତା ପାର୍ଟିର ସାସଂଦ ସାକ୍ଷୀ ମହାରାଜ, ଆଉ ଏକ ବଡ ବୟାନ୍ ଦେଇଛନ୍ତି, ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । ଉନ୍ନାବରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସାକ୍ଷୀ ମହାରାଜ କହିଛନ୍ତି ଯେ, ୨୦୧୯…
Read More...

ସପା ଜାରି କଲା ଚତୁର୍ଥ ତାଲିକା । ଜାଣନ୍ତୁ କେଉଁଠୁ ଲଢିବେ କେଉଁ ପ୍ରାର୍ଥୀ ..

କନକ ବ୍ୟୁରୋ: ସମାଜବାଦୀ ପାର୍ଟି ତଥା ସପା ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ଗୌଡା, ବାରାବଙ୍କି, କୈରାନା ଏବଂ ସମ୍ଭଳ ଲୋକସଭା ଆସନ ପାଇଁ ନିଜର ପ୍ରାର୍ଥୀମାନଙ୍କ ତାଲିକା ଘୋଷଣା କରିଛି । ପାର୍ଟି ତଫରୁ ଆଜି ଗୌଡା ଲୋକସଭା ଆସନରେ ବିନୋଦ କମାର ସିଂହ ଓରଫ୍ ପଣ୍ଡିତ ସିଂହ, ବାରାବଙ୍କିରୁ ରାମ…
Read More...

ବିଜେପିର ନୈତିକତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି । କୁଆଡେ ଗଲା ବିଜେପିର ମହିଳା ବିରୋଧି ସ୍ୱର ବୋଲି ପ୍ରଶ୍ନ କଲେ…

କନକ ବ୍ୟୁରୋ: ବିଜେପିରେ ସାମିଲ ହେବା ପରେ ବରିଷ୍ଠ ନେତା ଦାମୋଦର ରାଉତ ଆଜି ଭୁବନେଶ୍ୱର ଫେରିଛନ୍ତି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଦାମଙ୍କୁ ସ୍ୱାଗତ କରିଛନ୍ତି ତାଙ୍କ ସମର୍ଥକ ଓ ଶୁଭେଚ୍ଛୁ । ହେଲେ ଆଜି ଦିଲ୍ଲୀରୁ ଭୁବନେଶ୍ୱର ପହଂଚିବା ପରେ ମଧ୍ୟ ଦାମୋଦର ରାଉତ ନବୀନ ସରକାରଙ୍କ ଉପରେ…
Read More...

ବରଗଡରେ ପହଂଚିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ! ପରିବର୍ତ୍ତନ ମହାସମାବେଶରେ ହେଲେ ସାମିଲ

କନକ ବ୍ୟୁରୋ : ବରଗଡରେ ପହଂଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲଙ୍କ ଜୟପୁର ଗସ୍ତର ଠିକ ସାତ ଦିନ ପରେ ଆଜି ବରଗଡରେ ପରିବର୍ତନ ସମାବେଶରେ ଉଦବୋଧନ ଦେବେ ରାହୁଲ ଗାନ୍ଧୀ । ରାହୁଲଙ୍କ ଗସ୍ତକୁ ନେଇ କର୍ମୀ ଓ ନେତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ରାହଲୁଙ୍କ ଏହି…
Read More...

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଦୀପ ମହାରଥୀ ! ନିର୍ବାଚନ ଲଢିବାକୁ ପ୍ରସ୍ତୁତ ବୋଲି କହିଲେ ପିପିଲି…

କନକ ବ୍ୟୁରୋ : ନିର୍ବାଚନ ଲଢ଼ିବେ ପ୍ରଦୀପ ମହାରଥୀ । ଟିକେଟ୍ ପାଇଁ ପିପିଲି ବିଧାୟକ ପ୍ରଦୀପ ମହାରଥୀ ନବୀନ ନିବାସରେ ବିଜେଡ଼ି ସୁପ୍ରିମୋଙ୍କ ସହ ଆଲୋଚନା କରିଛନ୍ତି ।  ଆଲୋଚନା ପରେ ଏଥର ନିର୍ବାଚନ ଲଢ଼ିବି ବୋଲି ସ୍ପଷ୍ଟ କରିଛନ୍ତି ପ୍ରଦୀପ ମହାରଥୀ । ଏଥର ନିଶ୍ଚିତ ଭାବେ ନିର୍ବାଚନ ଲଢ଼ିବି ଏବଂ…
Read More...