Browsing Category

ରାଜ୍ୟ ରାଜନୀତି

ରାୟଗଡ଼ା କାହାର ? କାହାକୁ ଆଶୀର୍ବାଦ କରିବେ ଜନତା ? ଭାରି ପଡ଼ିବେ କି ସ୍ୱାଧୀନ ପ୍ରାର୍ଥୀ ?

କନକ ବ୍ୟୁରୋ : ୨୪ ସିଂହାସନ ଲଢେଇରେ ରାୟଗଡାରେ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ କଡା ଟକ୍କର ଦେଉଛନ୍ତି ସ୍ୱାଧୀନ ପାର୍ଥୀ । ଶାସକ ବିଜେଡି ପ୍ରଥମ କରି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି । ରାୟଗଡା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନୁସୟା ମାଝୀ ନିର୍ବାଚନ ମଇଦାନରେ ଅଛନ୍ତି ।…
Read More...

ସୋନପୁରରେ ସରଗରମ ନିର୍ବାଚନ ତାତି । ନିବାଚନୀ ଗୀତରେ କମ୍ପୁଛି ଗାଁ ଦାଣ୍ଡ । ନିଆରା ରଣନୀତି ଆପଣାଉଛନ୍ତି ସ୍ୱାଧୀନ…

କନକ ବ୍ୟୁରୋ : ନିର୍ବାଚନୀ ପ୍ରଚାରରେ କମ୍ପୁଛି ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳିର ଗାଁଠୁ ସହର । ବିଜେଡି ଓ ବିଜେପିର ଷ୍ଟାର ପ୍ରଚାରକ ପ୍ରଚାର ପରେ ଜମୁଛି ପ୍ରାର୍ଥୀ ପ୍ରଚାର । ୨୦୦୦ ମସିହାରୁ ବିଜେଡିର ଦୁର୍ଗ ଭାବେ ପରିଚିତ ସୋନପୁର ବିଧାନସଭା କ୍ଷେତ୍ର । ୨୦୦୯ରେ ସୀମା ପୁନଃ…
Read More...

ରାୟଗଡାରେ ରାଜନାଥଙ୍କ ପ୍ରଚାର । କହିଲେ ଓଡ଼ିଶାରେ ଏଥର ମାହୋଲ ବଦଳିଛି, ଲୋକେ କହୁଛନ୍ତି ୨୧ରୁ ୨୧ ଆସନ ଜିତିବ ବିଜେପି ।…

କନକ ବ୍ୟୁରୋ : ରାୟଗଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି,  ଏଥର ଓଡ଼ିଶାର ମାହୋଲ ବଦଳୁଥିବାର ଦେଖୁଛି । ପୂର୍ବରୁ ପଚାରୁଥିଲୁ କେତେ ଆସନରେ ଜିତିବୁ, ଲୋକ ୭ରୁ ୮ ଆସନ ବୋଲି କହୁଥିଲେ ।…
Read More...

‘BSKY ଯୋଜନାକୁ ବନ୍ଦ କରିବାକୁ ଚାହୁଁଛି ବିଜେପି, ଜୁନ୍ ୪ ତାରିଖରେ ଓଡିଶାବାସୀ ଏହାର ଜବାବ ଦେବେ’: ଭିକେ ପାଣ୍ଡିଆନ୍

କନକ ବ୍ୟୁରୋ: ବିଏସକେୱାଇ ଯୋଜନାକୁ ବନ୍ଦ କରି ଓଡିଶାରେ ଆୟୁ ଷ୍ମାନ ଯୋଜନା ଲାଗୁ କରିବାକୁ ଚାହୁଁଛି ବିଜେପି । ହେଲେ ଏହା କେବେବି ବନ୍ଦ ହେବନାହିଁ । କାରଣ ଓଡିଶାବାସୀ ଏହାର ସୁଫଳ କ’ଣ ଜାଣିଛନ୍ତି । ଆଗରୁ ଗରୀବଙ୍କ ପାଖରେ ନା ଅର୍ଥ ଥିଲା ନା ସାହାସ ଥିଲା ରାଜ୍ୟ ବାହାରକୁ ଯାଇ ଗୁରୁତର…
Read More...

‘ଓଡିଶା ମୋର କର୍ମଭୂମି, ମୁଁ ଓଡିଶାକୁ କେବେବି ଛାଡିପାରିବିନାହିଁ ’: ଭିକେ ପାଣ୍ଡିଆନଙ୍କ ଦୃଢୋକ୍ତି

କନକ ବ୍ୟୁରୋ: ଓଡିଶା ମୋର କର୍ମଭୂମି । ମୋ ପୁଅ, ଝିଅଙ୍କ ମାତୃଭାଷା ହେଉଛି ଓଡିଆ , ସେମାନଙ୍କ ମାତୃଭୂମି ହେଉଛି ଓଡିଶା । ଯାହା ମୁଁ ପାଇଛି ସବୁ ଓଡିଶାରୁ ,ଓଡିଶାବାସୀଙ୍କଠାରୁ ପାଇଛି । ଏହା ମୋର କର୍ମଭୂମି । ଏହାକୁ ମୁଁ କେବେବି ଛାଡିପାରିବି ନାହିଁ । ଆଧ୍ୟାତ୍ମିକ ଭାବେ କହିବାକୁ ଗଲେ…
Read More...

‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୋକିବାକୁ ଅପରାଜିତା ଦାମୀ ଓକିଲ ଆଣିଥିଲେ’: ଭିକେ ପାଣ୍ଡିଆନ୍

କନକ ବ୍ୟୁରୋ: ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନେଇ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । କହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ଓ ମା’ ସମଲେଇଙ୍କ ପରିକ୍ରମା ପ୍ରକଳ୍ପ ରୋକିବାକୁ ଭୁବନେଶ୍ୱର ସାଂସଦ ଯାହା କଲେ ମୋତେ…
Read More...

ବିରୋଧୀ ମିଛ କଥା କହିବାରେ ସୀମା ରଖନ୍ତିନି । ନିର୍ବାଚନ ଆସିଲେ କେବଳ ଟୁରିଷ୍ଟ ଭଳି ଦେଖାଯାଆନ୍ତି । ବିଜେପୁରରେ…

କନକ ବ୍ୟୁରୋ: ବିଜେପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ବୁଧବାର ବିଜେପୁରରେ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ୍ କହିଛନ୍ତି, ସବୁ ନିର୍ବାଚନମଣ୍ଡଳୀର ଲୋକ ଚାହାଁନ୍ତି ତାଙ୍କ ନିର୍ବାଚନମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଠିଆ ହୁଅନ୍ତୁ । ବିଜୁ ଜନତା ଦଳର ସମସ୍ତ ନେତାମାନେ ଚାହାଁନ୍ତି ନବୀନ ବାବୁ…
Read More...

‘ସୁଖମୟ ସହରୀ ଜୀବନ ଓ ରାଜ୍ୟରେ ସୁଶାସନକୁ ସୁନିଶ୍ଚିତ କରାଯିବ, ଦେଶର ଶ୍ରେଷ୍ଠ ୨୦ ମଧ୍ୟରେ ରହିବ ଓଡିଶାର ସହର’:…

କନକ ବ୍ୟୁରୋ: ସହରୀ ଜୀବନ ଓ ସୁଶାସନ ପ୍ରସଙ୍ଗକୁ ନେଇ ବିଜେପି କରିଛି ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ବିଜେପିର ପୂର୍ବତନ ସାଧାରଣ ସଭାପତି ସମୀର ମହାନ୍ତି କହିଛନ୍ତି, ମୋଦୀ ଦେଶବାସୀଙ୍କ ୨୩୮ଟି ପ୍ରତିଶ୍ରୁତି ଦେଇଥିଲେ ସେଥିରୁ ଏଯାଏଁ ୨୨ ଟି ପ୍ରତିଶ୍ରୁତି ପୂରଣ କରିସାରିଲେଣି । ଏଥିରେ…
Read More...

ପଦ୍ମପୁରରେ ପାଣ୍ଡିଆନଙ୍କ ପ୍ରଚାର । ବିଜେପିକୁ କଲେ ଟାର୍ଗେଟ, କହିଲେ ନବୀନ ଯେଉଁ ବିକାଶମୂଳକ କାମ କରୁଛନ୍ତି ତାକୁ…

କନକ ବ୍ୟୁରୋ : ପଦ୍ମପୁରରେ ବିଜେଡି ପ୍ରାର୍ଥୀଙ୍କ ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ଏତେ ସଂଖ୍ୟାରେ ଜନସମାବେଶ ଦେଖି ବିରୋଧୀ ଦଳର ସାଂସଦ ପ୍ରାର୍ଥୀଙ୍କ ନିନ୍ଦ ଭାଙ୍ଗିଯାଇଛି । ପଦ୍ମପୁରରେ ବିକାଶ ମୂଳକ କାମର ହିସାବ ଦେବା ସହ…
Read More...

ଢେଙ୍କାନାଳ ଛାଡି ସମ୍ବଲପୁର କାହିଁକି ପଳାଇଲେ ଧର୍ମେନ୍ଦ୍ର ପ୍ରଧାନ? ପ୍ରେସମିଟରେ ସତ ଓଗାଳିଲେ ପାଣ୍ଡିଆନ୍ ।

କନକ ବ୍ୟୁରୋ: ଗୋପାଳପୁରଠାରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ଭି କେ ପାଣ୍ଡିଆନ୍ । କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କର ଯଦି ଏତେ ଦମ୍ ଅଛି କାହିଁ ଢେଙ୍କାନାଳ ଛାଡି ସମ୍ବଲପୁର ପଳାଇଲେ ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍ । ।…
Read More...