Browsing Category

ଜାତୀୟ ରାଜନୀତି

୨୦୨୪ରେ କମୁଛି ମତଦାନ ପ୍ରତିଶତ: ୩ଟି ଯାକ ପର୍ଯ୍ୟାୟରେ ହେଉନି ଆଶାନୁରୂପ ମତଦାନ

କନକ ବ୍ୟୁରୋ: ଦେଶରେ ତିନୋଟି ପର୍ଯ୍ୟାୟରେ ମତଦାନ ହାର କମ୍ ରହିଛି । ପୂର୍ବରୁ ଧାରଣା ଥିଲା ବମ୍ପର ଭୋଟିଂ ହେଲେ, ସରକାର ବିରୋଧରେ ଯାଏ, ଭୋଟ୍ କମିଲେ ସରକାରଙ୍କୁ ସୁହାଏ । ହେଲେ ଭୋଟ୍ ପ୍ରତିଶତ କମିବା ପରେ ବି ଅନେକ ଥର ବିଜେପିକୁ କ୍ଷତି ହୋଇଛି । ତେଣୁ ୪୦୦ ପାର୍ର ନାରା ଦେଉଥିବା ମୋଦୀ…
Read More...

ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ । ଅହମ୍ମଦାବାଦ ସ୍ଥିତ ନିସାନ ହାଇୟର ସେକେଣ୍ଡାରୀ ସ୍କୁଲରେ ମତ ସାବ୍ୟସ୍ତ କଲେ ନରେନ୍ଦ୍ର…

କନକ ବ୍ୟୁରୋ: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ । ସକାଳୁ ସକାଳୁ କଡା ସୁରକ୍ଷା ବଳୟ ଭିତରେ ଯାଇ ନିଜ ମତ ସାବ୍ୟସ୍ତ କରିଛନ୍ତି । ଗୁଜରାଟ, ଅହମ୍ମଦାବାଦ ସ୍ଥିତ ନିସାନ ହାଇୟର ସେକେଣ୍ଡାରୀ ସ୍କୁଲରେ ମତ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସାଥିରେ ଗୃହମନ୍ତ୍ରୀ ଅମିତ…
Read More...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଆସନରେ ଭୋଟିଂ । ହେଭିୱେଟଙ୍କ…

କନକ ବ୍ୟୁରୋ: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଆସନ ପାଇଁ ଆରମ୍ଭ ହୋଇଛି ଭୋଟିଂ । ସନ୍ଧ୍ୟା ସାଢ଼େ ୬ଟା ଯାଏ ମତଦାନ କରିପାରିବେ ଭୋଟର । ୯୪ ସଂସଦୀୟ କ୍ଷେତ୍ରରେ ନିଜ ମନ ପସନ୍ଦର ନେତା ବାଛିବେ ୧୭ କୋଟି ୨୪ ଲକ୍ଷ ମତଦାତା । ଏଥିପାଇଁ କଡ଼ା ସୁରକ୍ଷା…
Read More...

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୧୨ ରାଜ୍ୟର ୯୪ ଆସନରେ ଭୋଟ୍ । ହେଭିୱେଟ ଅମିତ ଶାହା, ଶିବରାଜ ସିଂ ଚୌହ୍ୱାନ,…

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ପଡିବ ଭୋଟ । ମଙ୍ଗଳବାର ୧୦ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ୯୪ଟି ଆସନରେ ମତଦାନ ଗ୍ରହଣ ହେବ । ମଇଦାନରେ ୧୨୦ ମହିଳା ପ୍ରାର୍ଥୀଙ୍କ ସହ ମୋଟ ୧୩ଶହ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ତୃତୀୟ…
Read More...

ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ । ଆଜି ଶେଷ ହେଉଛି ପ୍ରଚାର । ୧୦ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରେ ପଡିବ ଭୋଟ୍…

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଆସନ୍ତା ମଙ୍ଗଳବାର ୧୦ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ର ୯୪ଟି ଆସନରେ ଭୋଟ୍ ଗ୍ରହଣ ହେବ । ତୃତୀୟ ପର୍ଯ୍ୟାୟରେ ଅନେକ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ…
Read More...

ସତ୍ୟପାଠରେ ରାହୁଲଙ୍କ ସମ୍ପତି ତାଲିକା । ୧୧ କୋଟି ୧୫ ଲକ୍ଷର ସ୍ଥାବର ଓ ୯ କୋଟି ୨୪ ଲକ୍ଷର ଅସ୍ଥାବର ସମ୍ପତି, ମୁଣ୍ଡ…

କନକ ବ୍ୟୁରୋ : ଆମେଥି ଛାଡ଼ି ରାଏବରେଲିରୁ ନିର୍ବାଚନ ଲଢ଼ୁଛନ୍ତି ରାହୁଲ ଗାନ୍ଧୀ । ଶୁକ୍ରବାର ଏହି ଆସନ ପାଇଁ ସେ ନାମାଙ୍କନ ଦାଖଲ କରିଛନ୍ତି ରାହୁଲ । ସତ୍ୟପାଠରେ ସେ ତାଙ୍କ ସମ୍ପତି ତାଲିକାର ସୂଚନା ଦେଇଛନ୍ତି । ରାହୁଲଙ୍କ ପାଖରେ ରହିଛି ମୋଟ ୨୦ କୋଟି ଟଙ୍କାର ସମ୍ପତି । ଏନେଇ ସେ ନିର୍ବାଚନ…
Read More...

ମୋଦୀଙ୍କ କଟାକ୍ଷର ଉତର ରଖିଲେ ପ୍ରିୟଙ୍କା । ରାହୁଲଙ୍କୁ “ସେହଜାଦା” ଆକ୍ଷାର ଜବାବରେ ମୋଦୀଙ୍କୁ ସେହେନ୍ସା ପଦ ଦେଲେ…

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର । ବିହାର ଦରଭଙ୍ଗାରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରେ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀ ଏବଂ ବିହାରର ପାଟନାରେ ଆରଜେଡିର ଯୁବରାଜ ତେଜସ୍ୱୀ ଯାଦବ ଦେଶ ଓ ବିହାରକୁ ନିଜର…
Read More...

ସାମ୍ବାଦିକ ସମ୍ମିଳନୀରେ ଜୟଶଂକର ଗଣାଇଲେ କେନ୍ଦ୍ରୀୟ ଯୋଜନାର ଲାଭ । କହିଲେ ଓଡିଶାରେ ଯେଭିଳି ବିକାଶ ହେବା କଥା ତାହା…

କନକ ବ୍ୟୁରୋ : ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର ବିଜେପିର ନେତାମାନେ ଜଣଙ୍କ ପରେ ଜଣେ ଓଡିଶା ଆସିବାରେ ଲାଗିଛନ୍ତି । ଏହି କ୍ରମରେ ପ୍ରଥମଥର ପାଇଁ ନିର୍ବାଚନ ପ୍ରଚାରରେ ଓଡିଶା ଆସିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଂକର । ସେ ଏକ ସମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର…
Read More...

ଦିଲ୍ଲୀରେ ପୁଣି ମଜବୁତ ହେବ କଂଗ୍ରେସ । ଏନସିପି ଛାଡି ଆଜି କଂଗ୍ରେସରେ ଯୋଗଦେବେ ଯୋଗାନନ୍ଦ ଶାସ୍ତ୍ରୀ

କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତାମାନେ ଜଣଙ୍କ ପରେ ଜଣେ ଦଳଛାଡି ଦଳକୁ ଦୁର୍ବଳ କରୁଥିବା ବେଳେ ଦିଲ୍ଲୀ କଂଗ୍ରେସ ପାଇଁ ଶୁଭ ଖବର ଆସିଛି । କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ତଥା ଶୀଲା ଦିକ୍ଷୀତ ସରକାର ସମୟରେ ମନ୍ତ୍ରୀଥିବା ଯୋଗାନନ୍ଦ ଶାସ୍ତ୍ରୀ ଆଜି ପୁଣିଥରେ କଂଗ୍ରେସରେ ଯୋଗ ଦେବାକୁ…
Read More...

ରାୟବରେଲୀ ପାଇଁ ରାହୁଲଙ୍କ ନାମାଙ୍କନ ଦାଖଲ । ଆମେଥି ଛାଡ଼ିଲେ ରାୟବରେଲିକୁ ଆସିଲେ ।

କନକ ବ୍ୟୁରୋ: ଆଜି ରାୟବରେଲୀକୁ ନେଇ ଖୁବ ଚର୍ଚ୍ଚା । କାରଣ ନାମାଙ୍କନ ଦାଖଲର ଶେଷ ଦିନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ଆଶ୍ଚର୍ଯ୍ୟ କରିଛି । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ରାୟବରେଲୀ ପାଇଁ ରାହୁଲ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଆଜି ନାମାଙ୍କନ ଦାଖଲର ଶେଷ ଦିନରେ…
Read More...