Browsing Category

ରାଜ୍ୟ ରାଜନୀତି

କାଲି ପୁଣି ଓଡ଼ିଶା ଆସୁଛନ୍ତି ମୋଦୀ, ସୋମବାର ପୁରୀରେ ରୋଡ୍ ସୋ’ । ଏପଟେ ମଇଦାନକୁ ଓହ୍ଲାଇବେ ନବୀନ ।

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । କିନ୍ତୁ ଅନ୍ୟପଟେ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜନୈତିକ ଦଳ । ବିଜେଡି, ବିଜେପି ଓ କଂଗ୍ରେସ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର…
Read More...

ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର । ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ୨୦ ତାରିଖରେ ପଡିବ ଭୋଟ…

କନକ ବ୍ୟୁରୋ: ସୋମବାର ଦିନ ବରଗଡ, ବଲାଙ୍ଗୀର, କନ୍ଧମାଳ, ଆସ୍କା ଓ ସୁନ୍ଦରଗଡ ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା ପାଇଁ ନିର୍ବାଚନ ହେବ । ୨ୟ ପର୍ଯ୍ୟାୟରେ ଲଢେଇ କରୁଛନ୍ତି ଓଡିଶା ରାଜନୀତିର ଜଣେ ଜଣେ ଚର୍ଚ୍ଚିତ ରାଜନେତା । ଯେଉଁମାନଙ୍କର ଜିତିବା ହାରିବା ଭୋଟ ରାଜନିତୀରେ ବେଶ ପ୍ରଭାବ…
Read More...

ଭୋଟ୍ ଦେବା କିନ୍ତୁ ଭାଇଚାରା ଭାଙ୍ଗିବାନି । ନିର୍ବାଚନକୁ ହଁ କରିବା ନିର୍ବାଚନୀ ହିଂସାକୁ ନା କହିବା ।

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ରାଜନୀତିର ରଙ୍ଗମଞ୍ଚରୁ ନିଜ ନିଜର ଅଭିନୟ ସାରି ନେତା ବାହୁଡ଼ିଯିବେ, ରଙ୍ଗୀନ ହୋଇଥିବା କାନ୍ଥବାଡ଼ରୁ ବି ପଲିଟିକ୍ସର ପୋଷ୍ଟର ଚିରିଯିବ, ସକାଳୁ ସଞ୍ଜ କାନରେ ଆଉ ପଡ଼ିବନି ମା’ ମାଉସୀ ଡାକ । ଅଦିନିଆ କଳାବାଦଲ ପରି ନେତା ବି କୁଆଡେ ଉଭାନ ହୋଇଯିବେ, ହେଲେ ଭୋଟ୍…
Read More...

ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । କହିଲେ, ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହି ଅପମାନିତ…

କନକ ବ୍ୟୁରୋ : ବାଲେଶ୍ୱରରେ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିଛି ବିଜେପି । ଏହାସହ କାର୍ଯ୍ୟକର୍ତ୍ତା ସମାବେଶରେ ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୪ ବର୍ଷ ହେବ ରାଜ୍ୟରେ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି, ତାକୁ ବଦଳାଇବାକୁ ଆହ୍ୱାନ ଦେଇଛନ୍ତି…
Read More...

‘ଚିଲିକା ସେତୁ ଗଲା କୁଆଡେ’? କୃଷ୍ଣପ୍ରସାଦରେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ୍ ।

କନକ ବ୍ୟୁରୋ: କୃଷ୍ଣପ୍ରସାଦରେ ନିର୍ବାଚନୀ ପ୍ରଚାରବେଳେ ବିଜେପି ସରକାର ଉପରେ ବର୍ଷିଛନ୍ତି ଭିକେ ପାଣ୍ଡିଆନ୍ । ପରୋକ୍ଷରେ ନିକଟରେ କୃଷ୍ଣପ୍ରସାଦରେ ପ୍ରଚାର ପାଇଁ ଆସିଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ୨୦୧୪ରେ କେନ୍ଦ୍ରମନ୍ତ୍ରୀ ଆସିଥିଲେ, ଚିଲିକା…
Read More...

କେନ୍ଦ୍ରମନ୍ତ୍ରୀ ଯେଉଁ ରାଜ୍ୟକୁ ଯାଉଛନ୍ତି ସେ ରାଜ୍ୟକୁ ନମ୍ବର-୧ କରିବେ କହୁଛନ୍ତି । ପ୍ରଥମେ ସ୍ଥିର କରନ୍ତୁ କେଉଁ…

କନକ ବ୍ୟୁରୋ : ବ୍ରହ୍ମଗିରିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ରୂପାନ୍ତରଣ ଦେଖି ବିରୋଧୀ ଛାନିଆ ହୋଇଯାଉଛନ୍ତି, ଅପପ୍ରଚାର କରୁଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ୪୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମିଛ ଅପପ୍ରଚାର କରୁଛନ୍ତି । କିନ୍ତୁ…
Read More...

ଆସନ୍ତାକାଲି ରାତିରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ରେଢ଼ାଖୋଲ, ଖୋର୍ଦ୍ଧା ଓ କେନ୍ଦୁଝରରେ ରାଜନାଥଙ୍କ ସଭା,…

କନକ ବ୍ୟୁରୋ : ଆସନ୍ତାକଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରରେ ରାତ୍ରିଯାପନ କରିବା ପରେ ୨୦ ତାରିଖରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେବେ । ଏହା ପରେ ପୁରୀରେ ପ୍ରଧାନମନ୍ତ୍ରୀଙ୍କର ରୋଡ ସୋ କାର୍ଯ୍ୟକ୍ରମ ରହିଛି । ଏହା ପରେ ସକାଳ ୯ଟା ୩୦ରେ…
Read More...

ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଦେବେ ୭୯ଲକ୍ଷ ଭୋଟର । ଇଭିଏମରେ ସିଲ ହେବ ୨୬୫ ପ୍ରାର୍ଥୀଙ୍କ ଭାଗ୍ୟ ।

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନେଇ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ୫ ଲୋକସଭା ଓ ଏହା ଅଧିନରେ ଥିବା ୩୫ଟି ବିଧାନସଭା ଆସନରେ ପଡ଼ିବ ଭୋଟ୍ । ଇଭିଏମରେ ସିଲ ହେବ ୨୬୫ ପ୍ରାର୍ଥୀଙ୍କ ଭାଗ୍ୟ । ଦ୍ୱିତୀୟ ପର୍ଯ୍ୟାୟରେ ୭୯ଲକ୍ଷ ୬୯ହଜାର ୮୮୭ ଭୋଟର ରହିଛନ୍ତି ।…
Read More...

କୃଷ୍ଣପ୍ରସାଦରୁ ବିଜେପି ନେତାଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ ଏ ଅଞ୍ଚଳର ବିକାଶ ପାଇଁ ଥରୁଟିଏ ମଧ୍ୟ ସିଏମଓକୁ…

କନକ ବ୍ୟୁରୋ : କୃଷ୍ଣପ୍ରସାଦରେ ବିଜେଡି ନେତାଙ୍କ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ବିରୋଧୀ ବିଜେପିକୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, କିଛି ନେତା ଏବେ ଆସି କହୁଛନ୍ତି ଚିଲିକାରେ ସେତୁ କରିବେ । ୨୦୧୪ରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଚିଲିକା ଉପରେ ସେତୁ କରିବାକୁ କହିଥିଲେ ।…
Read More...

‘୬୦ ବର୍ଷ ପରେ ମିଶନଶକ୍ତି ମା’ମାନେ ପେନସନ୍ ପାଇବେ’: କୃଷ୍ଣପ୍ରସାଦ ପ୍ରଚାର ମଞ୍ଚରୁ ପାଣ୍ଡିଆନଙ୍କ ବଡ ପ୍ରତିଶ୍ରୁତି ।

କନକ ବ୍ୟୁରୋ: ପୁରୀ କୃଷ୍ଣପ୍ରସାଦରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ୩ଟି ଦସ୍ତଖତ କଥା କହିଛନ୍ତି ।  କହିଛନ୍ତି, ପୁରୀବାସିନ୍ଦାଙ୍କ ଆଶୀର୍ବାଦ ହେଲେ ଏଠାରୁ ବିଜେଡିର ବିଧାୟକ ଓ ସାଂସଦ ପ୍ରାର୍ଥୀ ଜିତିବେ, ଜୁନ୍ ୯ରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...