ହାତରେ ମାରଣାସ୍ତ୍ର ଧରି ଉତ୍ପାତ କରୁଥିବା ରକ୍ତଚରିତ୍ର ଗ୍ୟାଙ୍ଗର ଆଉ ୨ଜଣ ଗିରଫ : ଭିଡିଓ ଭାଇରାଲ ପରେ ୭ଜଣଙ୍କୁ ଗିରଫ କଲାଣି କମିଶନରେଟ ପୋଲିସ, ହେଲେ ଏବେବି ମୁଖିଆ ବୁବୁର ମିଳୁନି ପତା; ଡିସିପି କହିଲେ, ଭୟ ବଢାଇଲା ଭଳି ଭିଡିଓ ପୋଷ୍ଟ କଲେ ହେବ କାର୍ଯ୍ୟାନୁଷ୍ଠାନ

9