ସମ୍ବଲପୁର ବୁର୍ଲା ମେଡିକାଲରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ : ବରଗଡ଼ ବରପାଲୀ ଅଂଚଳର ୫୦ ବର୍ଷିୟ ବ୍ୟକ୍ତି ଗୁଜରାଟରେ ହୋଇଥିଲେ କରୋନା ଆକ୍ରାନ୍ତ; ବ୍ଲାକ ଫଙ୍ଗସ ଚିହ୍ନଟ ପରେ ଭିମସାରରେ ହେଲା ଅସ୍ତ୍ରୋପଚାର

11