ରାଜ୍ୟ ସରକାରଙ୍କ ଫୋକସରେ ସୁନ୍ଦରଗଡ଼ ଜିଲ୍ଳା : ୧୪ଟି ପ୍ରକଳ୍ପ ପାଇଁ ୪ ହଜାର ୯୧୫ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ନବୀନ, କହିଲେ, ଓଡିଶା ବିକାଶର ସାରଥୀ ହେଉଛନ୍ତି ମହିଳା; ଜୟନ୍ତୀ ଏକ୍କାଙ୍କୁ କଲେ ପ୍ରଶଂସା

8