ରାଜ୍ୟର ପ୍ରଖ୍ୟାତ ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ : କୋଭିଡରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ, ୬୫ ବର୍ଷ ବୟସରେ ବୁଜିଲେ ଆଖି; ଅନେକ ଅନ୍ତର୍ଜାତୀୟ ଖେଳାଳୀ ତିଆରୀ କରିବାରେ ଥିଲା ଭୂମିକା

11