ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୧୦ ଲକ୍ଷ କରୋନା ଆକ୍ରାନ୍ତ : ସେପଟେ ୨୪ ଘଂଟାରେ ୯୧୧ ପଜିଟିଭ ଚିହ୍ନଟ, ୧୧୬ ପିଲା ଆକ୍ରାନ୍ତ; ୭୧ ହଜାର ୨୬୪ ନମୂନା ପରୀକ୍ଷା, ପଜିଟିଭ ହାର ୧ ଦଶମିକ ୪୦ ପ୍ରତିଶତ, ୬୬ ମୃତ୍ୟୁର ହିସାବ ଦେଲେ ସରକାର

9