ଯାଜପୁର ଦିଆଲଖଣ୍ଡି ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ସ୍କୁଟିରେ ଦୁଇ ଯୁବକ ଯୁବତୀଙ୍କୁ ବସେଇ ଆଣୁଥିବାର ଦୃଶ୍ୟ ସିସିଟିଭିରେ କଏଦ; ମୃତ ଯୁବତୀ ମୟୁରଭଂଜର ହୋଇଥିବା ସୂଚନା, ପୁଲିସର ଖୋଳତାଡ଼ ଆରମ୍ଭ By Rituparna Routray On Jan 27, 2021 - 2:25 PM 12 Share 12 Share FacebookTwitterGoogle+WhatsAppTelegramEmailPrint