ମୁଖ୍ୟ ବିରୋଧୀ ଦଳ ଭାବେ ହକ୍ ଦିଆଯାଉନଥିବା ଅଭିଯୋଗ ଆଣିଲା ବିଜେପି : ବିରୋଧୀ ଦଳ ନେତା ଅସୁସ୍ଥ ଥିବାରୁ ଅନ୍ୟଜଣଙ୍କୁ ସାମିଲ ପାଇଁ କରୁଥିଲା ଦାବି, ଶୁଣିଲେନି ବାଚସ୍ପତି; ପ୍ରତିବାଦରେ ସର୍ବଦଳୀୟ ବୈଠକକୁ ବର୍ଜନ, ବାଚସ୍ପତି ସୂର୍ଯ୍ୟ ପାତ୍ର କହିଲେ, ନିୟମ ଅନୁସାରେ ନିଆଯାଇଛି ପଦକ୍ଷେପ

15