ମଣିପୁରରେ ହିଂସାକାରୀଙ୍କୁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଚେତାବନୀ : କହିଲେ, ରଖିଥିବା ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଫେରାଅ, ନହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ; ୬ ହିଂସା ଘଟଣାର ହେବ ସିବିଆଇ ତଦନ୍ତ, ଯାଂଚ ପାଇଁ ଗଠନ କରାଯିବ କମିଟି

6