ପ୍ରବଳ ବର୍ଷା ଯୋଗୁଁ ପୋଲ ଧସି ଅନୁଗୁଳରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ଢେଙ୍କାନାଳ-ସମ୍ବଲପୁର ଟ୍ରେନ୍ ଚଳାଚଳ ପ୍ରଭାବିତ, ୧୨ ଟ୍ରେନ୍ ବାତିଲ । ଭୁବନେଶ୍ୱର ଅନୁଗୁଳ ସମେତ ଅନ୍ୟ ସ୍ଥାନକୁ ଯାଉଥିବା ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ।

9