ପୁଲିସ ଠାରୁ ଏକେ-୪୭ ବନ୍ଧୁକ ଛଡେଇ ନେଇଥିଲା ଗ୍ୟାଙ୍ଗଷ୍ଟର ହାଇଦର : ସେଥିପାଇଁ ତା’ଉପରକୁ ଗୁଳି ଚଳାଇଥିବା ଏଫଆଇଆରରେ ଉଲ୍ଲେଖ; ହାଇଦରକୁ ଏସକର୍ଟ କରି ନେଉଥିବା ଥାନା ଅଧିକାରୀ ଗଙ୍ଗାଧର ସାସେନିଙ୍କ ସିମୁଳିଆ ଥାନାରେ ଏଫଆଇଆର

9