ପିଟି ମାରିଦେଲା ପୋଲିସ, ଅଭିଯୋଗ ଆଣିଲେ ପୁରୀ ଶ୍ରୀଚନ୍ଦନପୁର ଗାଁ ଲୋକ : ଗତ ୧୧ ତାରିଖରେ ଜୁଆ ଆଡ଼ା ଚାଲିଥିବା ବେଳେ ଅଚାନକ ଚଢ଼ାଉ କରି ମାଧବାନନ୍ଦ ପାତ୍ରଙ୍କୁ ପୋଲିସ ନିଧୁମ ପିଟିଥିବା ଅଭିଯୋଗ; ଲାଠି ମାଡ଼ରେ ମୃତ୍ୟୁର ତଦନ୍ତ ପାଇଁ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହେଲେ ଗାଁ ଲୋକ

10