ପାରା ଅଲିମ୍ପିକ୍ସରେ ଭାରତକୁ ଆଜି ମିଳିଲା ୨ଟି ପଦକ : ହାଇଜମ୍ପରେ ରୌପ୍ୟ ପଦକ ଜିତିଲେ ପ୍ରବୀଣ, ସେପଟେ ସୁଟିଂରେ ବ୍ୟକ୍ତିଗତ ଦ୍ୱିତୀୟ ପଦକ ଜିତି ଇତିହାସ ରଚିଲେ ଅବନୀ; ଭାରତର ମେଡାଲ ସଂଖ୍ୟା ୧୨କୁ ବୃଦ୍ଧି

14