ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଗୁରୁତ୍ୱପୂର୍ଣ୍ଣ ଘୋଷଣା : ବିଜେଡି ଦେବ ୨୭ପ୍ରତିଶତ ଓବିସି ପ୍ରାର୍ଥୀ, ପଂଚାୟତ ନିର୍ବାଚନ ସମେତ ଅନ୍ୟ ସମସ୍ତ ନିର୍ବାଚନରେ ୨୭ପ୍ରତିଶତ ପଛୁଆ ବର୍ଗଂକୁ ପ୍ରାର୍ଥୀ କରିବ ଦଳ; ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ ପରେ ଘୋଷଣା

11