ଦ୍ୱିତୀୟ ଡୋଜ୍ ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ଖୋଜିବେ ଆଶାକର୍ମୀ : ୩୦ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେଇ ନଥିବା କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ; ଲୋକସଂଖ୍ୟାକୁ ଦେଖି ଆବଶ୍ୟକ ପଡ଼ିଲେ ଖୋଲାଯିବ ଅଧିକ ଟିକା କେନ୍ଦ୍ର

17