ଦେଶ ଓ ରାଜ୍ୟ ରେ କରୋନା ସଂକ୍ରମଣର ନିମ୍ନ ଗତି : ୨୪ଘଂଟାରେ ରାଜ୍ୟରେ ୬ହଜାର ୧୧୮ ନୂଆ ଅକ୍ରାନ୍ତ ଚିହ୍ନଟ, ୪୧ ମୃତ; ପରୀକ୍ଷା ହେଲା ୬୭ହଜାର ୧୭୮ ନମୁନା, ପିଜିଟିଭ ହାର ୯ ଦଶମିକ୍ ୧ ପ୍ରତିଶତକୁ ହ୍ରାସ

12