ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀଙ୍କୁ ନେଇଯାଉଥିବା ଏମଆଇ-୧୭-ଭି-ଫାଇବ୍ ଚୋପର ଖସିପଡି ଜଳିଗଲା; ଗୁରୁତର ୨ସେନା ଅଧିକାରୀ ଉଦ୍ଧାର, ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି, ତଦନ୍ତ ନିର୍ଦ୍ଦେଶ ଦେଲା ବାୟୁସେନା

18