ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ପଶିଗଲା ପାଣି : ଜୁନିଅର ହକି ବିଶ୍ୱକପ୍ ମ୍ୟାଚ୍ର ସମୟ ପରିବର୍ତନ, ସପ୍ତମ ଓ ଅଷ୍ଟମ ସ୍ଥାନ ପାଇଁ ସାଢେ ୧୦ଟା ପରିବର୍ତେ ୧୧ଟା ୧୬ରେ ଆରମ୍ଭ ହେଲା ସ୍ପେନ ଓ ମାଲେସିଆ ମ୍ୟାଚ୍

12