ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସକୁ ଝଟକା : ତଳ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଦାଖଲ ରିଭ୍ୟୁ ପିଟିସନ ଖାରଜ, ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ ପାଇଁ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶର ପୁର୍ନବିଚାର ପାଇଁ ଆବେଦନ କରିଥିଲେ ମାହାଙ୍ଗା ଥାନା ଅଧିକାରୀ

16