ଡିଆରଡିଓ ପକ୍ଷରୁ ବିକଶିତ କରୋନା ଔଷଧ ‘ଟୁ-ଡିଜି’ର ଶୁଭାରମ୍ଭ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଲେ ଉଦଘାଟନ; ଆକ୍ରାନ୍ତଙ୍କ ଶରୀରରେ ଭୂତାଣୁ ବୃଦ୍ଧିକୁ ରୋକିବା ସହ ଅକ୍ସିଜେନ ଆବଶ୍ୟକତାକୁ କମାଇବ ଦେଶୀ ଔଷଧ

8