କୋଭିଡ୍ କଟକଣାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ : ସର୍ବସାଧାରଣ ସ୍ଥାନରେ ଏକୁଟିଆ କାର ଚଳାଇ ଯାଉଥିଲେ ବି ମାସ୍କ ପିନ୍ଧିବା ଜରୁରୀ; ଏପଟେ ଆଜିଠୁ ରାଜ୍ୟରେ କଡାକଡି କୋଭିଡ୍ କଟକଣା ଯାଂଚ, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ମାନିବା ବାଧ୍ୟତାମୂଳକ

7