କରୋନା ମୁକାବିଲାରେ ସାରା ବିଶ୍ୱରେ ଭାରତ ଆଗୁଆ । ପ୍ରଥମ ରାଷ୍ଟ୍ର ଭାବେ ୪ଟି କୋଭିଡ ଟିକା ପ୍ରସ୍ତୁତ କରିଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜାଭଡେକର । ସେପଟେ କୋଭିସିଲ୍ଡ ପରେ କୋଭାକ୍ସିନକୁ ମିଳିଲା ଜରୁରୀକାଳୀନ ବ୍ୟବହାର ଅନୁମତି । ପ୍ରଥମ ଦଫାରେ ୩ କୋଟି ଲୋକଙ୍କୁ ଦିଆଯିବ ଟିକା ।

7