କରୋନା କଟକଣା ଭିତରେ ଜାନୁଆରୀ ୮ରୁ ଓଡ଼ିଶାରେ ଖୋଲିବ ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଶହେ ଦିନର ପାଠପଢା, ଶନିବାର ଓ ରବିବାର ମଧ୍ୟ ସ୍କୁଲ ଖୋଲା । ମେ ୩ରୁ ମାଟ୍ରିକ ପରୀକ୍ଷା, ମେ ୧୫ରୁ ଯୁକ୍ତ ଦୁଇ ପରୀକ୍ଷା । ଏପ୍ରିଲରୁ ମେ ମାସ ଭିତରେ ହେବ ପ୍ରାକ୍ଟିକାଲ ।

8