ଆମେରିକାରେ ନୂଆ ଅଧ୍ୟାୟର ଆରମ୍ଭ । ବାଇଡେନ୍ ପ୍ରଶାସନରେ କେମିତି ରହିବ ଭାରତ ସହିତ ସଂପର୍କ । ଚୀନ୍, ପାକିସ୍ତାନକୁ ନେଇ ନୂଆ ରାଷ୍ଟ୍ରପତିଙ୍କ ଆଭିମୁଖ୍ୟ ଉପରେ ନଜର । ସୁଧୁରିବ କି ଦ୍ୱିପାକ୍ଷିକ ବାଣିଜ୍ୟିକ ସଂପର୍କ । କୋହଳ ହେବ କି ଏଚୱାନ୍ ବି ଭିସା କଟକଣା ।

8