ନିର୍ଦ୍ଧାରଣ ହେଲା ଜିଏସଟି ଦର : ତମାଖୁ,କାର ଓ ମୃଦୁ ପାନୀୟ ଉପରେ ୨୮ ପ୍ରତିଶତ ଟ୍ୟାକ୍ସ

କନକ ବ୍ୟୁରୋ : ନିର୍ଦ୍ଧାରଣ ହେଲା ଜିଏସଟି ଦର । ବହୁ ଦିନ ଧରି ଲାଗି ରହିଥିବା ବିବାଦ ପରେ ଶେଷରେ ଜିଏସଟି କାଉନସିଲ ଟିକସ ହାର ସ୍ଥିର କରିଛି । ଟିକସ ହାରକୁ ୪ଟି ସ୍ତରରେ ଭାଗ କରିଛି କାଉନସିଲ । ଜିଏସଟି ହାରକୁ ୫, ୧୨, ୧୮ ଓ ୨୮ ପ୍ରତିଶତରେ ସୀମିତ ରଖାଯାଇଛି । ଅର୍ଥାତ ବିଭିନ୍ନ ସାମଗ୍ରୀ…

ଚୀନ ସୀମାରେ ଅବତରଣ କଲା ଦେଶର ସବୁଠୁ ବଡ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ସି ୧୭

କନକ ବ୍ୟୁରୋ : ଭାରତ ଚୀନ୍ ସୀମାରେ ଅବତରଣ କଲା ଭାରତୀୟ ବାୟୁସେନାର ସବୁଠାରୁ ଦକ୍ଷ ତଥା ବଡ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ସି ୧୭ । ଅରୁଣାଚଳ ପ୍ରଦେଶର ମେଚୁକା ସହରରେ ଭାରତୀୟ ବାୟୁସେନା ଏହାକୁ ଅବତରଣ କରାଇଛି । ମେଚୁକା, ଚୀନ ସୀମାର ନିକଟତମ ଅଂଚଳ ହୋଇଥିବାରୁ ଏହାକୁ ନେଇ ଚର୍ଚା ଆରମ୍ଭ…