ବିଧାୟକଙ୍କୁ କୋର୍ଟଙ୍କ ନିଆରା ଦଣ୍ଡ । କହିଲେ, କୋର୍ଟ ପରିସରରେ ଗୋଟିଏ ଦିନ ଠିଆହୋଇ ରୁହ

କନକ ବ୍ୟୁରୋ : ଦିଲ୍ଲୀ ଆମ୍ ଆଦମୀ ପାର୍ଟିର ବିଧାୟକ ଅଖିଳେଶ ପତି ତ୍ରିପାଠୀଙ୍କୁ ରାୱଜ ଏଭିନ୍ୟୁ କୋର୍ଟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରି ନିଆରା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଆଇନ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ କୋର୍ଟ ବିଧାୟକ ଅଖିଳେଶ ପତି ତ୍ରିପାଠୀଙ୍କୁ ୩୦ ହଜାର ଟଙ୍କା ଜରିମାନା…

‘ଆମନେଷ୍ଟି’ ରିପୋର୍ଟ : ୨୦୨୨ ରେ ୫୩ ପ୍ରତିଶତ ବୃଦ୍ଧି ପାଇଛି ମୃତ୍ୟୁଦଣ୍ଡ ମାମଲା । ଜାଣନ୍ତୁ ଭାରତ ଓ ପାକିସ୍ତାନର…

କନକ ବ୍ୟୁରୋ : ସାରା ବିଶ୍ୱରେ ବଢିଚାଲିଛି ମୃତ୍ୟୁଦଣ୍ଡ ମାମଲା । ଗୋଟିଏ ବର୍ଷ ପୂର୍ବ ତୁଳନାରେ ୨୦୨୨ ରେ ମୃତ୍ୟୁଦଣ୍ଡ ମାମଲା ୫୩ ପ୍ରତିଶତ ବୃଦ୍ଧି ପାଇଛି । ‘ଆମନେଷ୍ଟି’ ଇଣ୍ଟରନ୍ୟାସନାଲ ମଙ୍ଗଳବାର ଦିନ ତାର ରିପୋର୍ଟରେ ଏହା ଦାବି କରିଛି । ରିପୋର୍ଟ ମୁତାବକ ଇରାନ ଓ ସାଉଦୀ ଆରବରେ…

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତି ବଢୁଛି ଆଞ୍ଚଳିକ ଦଳମାନଙ୍କର ସମର୍ଥନ, ମମତାଙ୍କ ପରେ ଅଖିଳେଶଙ୍କ ବୟାନ…

କନକ ବ୍ୟୁରୋ : ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବା ନେଇ ଏକ ବିବୃତ୍ତି ଦେଇଛନ୍ତି । ମମତା ବାନାର୍ଜୀ କହିଥିଲେ କି ଆଗାମୀ ଲୋକସଭା ନିର୍ବାଚନରେ ଯେଉଁ ରାଜ୍ୟରେ ଯେଉଁ ଆଞ୍ଚଳିକଦଳମାନେ ମଜବୁତ ଅଛନ୍ତି ସେମାନଙ୍କୁ ଆଗକୁ ଆଣି…

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମିଳିଲା ହତ୍ୟା ଧମକ, ଦିଲ୍ଲୀ ସରକାରୀ ବାସଭବନକୁ ଆସିଲା ଧମକପୂର୍ଣ୍ଣ କଲ

କନକ ବ୍ୟୁରୋ : କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀଙ୍କୁ ପୁଣିଥରେ ମିଳିଲା ହତ୍ୟା ଧମକ । ସୋମବାର ରାତିରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ମିଳିଛି ଧମକ । ନିତିନ୍ଙ୍କ ଘରକୁ ଏକ ଫୋନ୍ କଲ ଯୋଗେ ଏହି ହତ୍ୟା ଧମକ ଦିଆଯାଇଛି । ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଘଟଣାର ଯାଂଚ କରୁଛି ।…

ଇମ୍ରାନ ଖାନଙ୍କ ଜାମିନ ଘଟଣାକୁ ବିରୋଧ କରି ସେହେବାଜ ସରକାର ଓ ସେନା ମଧ୍ୟରେ ବସୁଛି ଘନ ଘନ ବୈଠକ,ଦେଶରେ ହିଂସା ଘଟଣା…

କନକ ବ୍ୟୁରୋ : ପାକିସ୍ତାନରେ ଥମୁନି ଅଶାନ୍ତିିର ନିଆଁ । ପାକ୍ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗିରଫ କରିବା ଠୁ ଆରମ୍ଭ କରି ମୁକୁଳାଇବା ଯାଏଁ ଲମ୍ବିଛି ବିବାଦ । ଦେଶରେ ବତର୍ମାନ ଇମ୍ରାନଙ୍କ ସମର୍ଥକ ଓ ସରକାରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି । ଏହାରି ଭିତରେ ମଙ୍ଗଳବାର…

ଏଥରକ ସାମାନ୍ୟ ବିଳମ୍ବରେ କେରଳରେ ପହଁଚିପାରେ ମୌସୁମୀ, ଜୁନ ୧ ନୁହେଁ ୪ରେ ରାଜ୍ୟକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ…

କନକ ବ୍ୟୁରୋ : ଚଳିତଥର ସାମାନ୍ୟ ବିଳମ୍ବରେ କେରଳରେ ପହଁଚିପାରେ ମୌସୁମୀ । ସାଧାରଣତ ଜୁନ ୧ତାରିଖରେ ମୌସୁମୀ ପହଁଚୁଥିବାବେଳେ ଏଥରକ ୪ତାରିଖରେ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।ଗତବର୍ଷ ମେ ୨୯, ୨୦୨୧ରେ ଜୁନ ୩ ଓ ୨୦୨୦ ମସିହାରେ ଜୁନ ୧ରେ କେରଳରେ ପହଁଚିଥିଲା ମୌସୁମୀ ।…