ଦିଲ୍ଲୀ ଅବକାରୀ ନୀତି ମାମଲାରେ ବଢିଲା ଆପ୍ ପାଇଁ ଅଡୁଆ, ସିସୋଦିଆଙ୍କ ବ୍ୟକ୍ତିଗତ ସହାୟକଙ୍କ ବୟାନ ଆଧାରରେ ଚାର୍ଜସିଟରେ…

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ତରଫରୁ କୋର୍ଟରେ ଦ୍ୱିତୀୟ ପର୍ଯ୍ୟାୟ ଚାର୍ଜସଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ନାମ ସାମିଲ ହୋଇଛି । ଇଡି ତରଫରୁ କୁହାଯାଇଛି କି, ଏହି ମାମଲାରେ ରାଘବ ଚଡ୍ଡା କିଛି ମଦ…

ଆରପାରିରେ ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀ, ୮୯ ବର୍ଷ ବୟସରେ ପରଲୋକ

କନକ ବ୍ୟୁରୋ : ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀଙ୍କର ମଙ୍ଗଳବାର ଦିନ ସକାଳେ ପରଲୋକ ହୋଇଯାଇଛି । ଦୀର୍ଘଦିନ ରୋଗରେ ପଡିବା ପରେ ଏବେ ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଅରୁଣ ଗାନ୍ଧୀଙ୍କ ପୁଅ ତୁଷାର ଗାନ୍ଧୀ ସୂଚନା ଦେଇଛନ୍ତି । ତୁଷାର ଗାନ୍ଧୀ କହିଛନ୍ତି ଅରୁଣ…

କଥିତ ଦୁର୍ନୀତି ମାମଲାରେ ଜେଲରେ ସିସୋଦିଆ । ବିରଳ ରୋଗରେ ପଡି ସଂଘର୍ଷ କରୁଛନ୍ତି ସ୍ତ୍ରୀ, ପୁଅ ବିଦେଶରେ କିଏ କରିବ…

କନକ ବ୍ୟୁରୋ : ମଙ୍ଗଳବାର ଦିଲ୍ଲୀ କୋର୍ଟରେ ଜାମିନ ଆବେଦନ କରିଛନ୍ତି ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନିଷ ସିସୋଦିଆ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଜାମିନ ଆବେଦନ କ୍ରମାଗତ ଭାବରେ ଖାରଜ ହେବାରେ ଲାଗିଛି । ଅବକାରୀ…

ପଥର କଳାରେ ସୁନ୍ଦର ସୁନ୍ଦର କଳାକୃତି । ରାଧକୃଷ୍ଣ, ଗଣେଶ, ବୁଦ୍ଧ, ହନୁମାନ ଭଳି ବିଭିନ୍ନ ପ୍ରକାରର ଦେବାଦେବୀଙ୍କ…

କନକ ବ୍ୟୁରୋ : କୁହାଯାଏ ଗୋଟିଏ ଚିତ୍ର ଶହେଟି ଶଦ୍ଦର କଥାକୁଏ । କଳାକାରଙ୍କ ନିଖୁଣ କଳାରେ ପଥର ମୂର୍ତି ବି ଜୀବନ୍ତ ଦିଶିଥାଏ । ବିଶାଳକାୟ ପଥର ଖଣ୍ଡକୁ ସୁନ୍ଦର ସୁନ୍ଦର ମୂର୍ତ୍ତିର ରୂପ ଦେବା କେବଳ କାରିଗରଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥାଏ । ପଥର ଦେହରେ ନିହଣର ଠକ୍ ଠକ୍ ଶଦ୍ଦ ଆଉ…

କଳାହାଣ୍ଡିରେ ସେଓ ଚାଷର ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି ଚାଷୀ କାଳେଶ୍ୱର କାଣ୍ଡ, ହିମାଚଳରୁ ନୂଆ ପ୍ରଜାତିର ଚାରା…

କନକ ବ୍ୟୁରୋ : କଳାହାଣ୍ଡି ମାଟିରେ ସବୁଜ ସେଓ ଚାଷର ନୂତନ ସମ୍ଭାବନା । ଧର୍ମଗଡ଼ ଅଂଚଳର ଚାଷୀ କାଳେଶ୍ୱର କାଣ୍ଡ ୟୁଟ୍ୟୁବରୁ ଚାଷ କରିବା ପ୍ରଣାଳି ବିଷୟରେ ଜ୍ଞାନ ଆହରଣ କରି ଏହି ଚାଷ କରିଛନ୍ତି । ସେ ତାଙ୍କ ବାଡ଼ିରେ ଏଚଆରଏମଏନ୍ ନାଇଂଟ ନାଇନ୍ ପ୍ରଜାତିର ସେଓ ଚାଷ କରିଛନ୍ତି । ଅନଲାଇନ୍ରେ…

ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ଗ୍ରାଜୁଏଟ୍ ଫାର୍ମର ।  ୪ ଏକର ଜମିରେ ବାଇଗଣ, ଭେଣ୍ଡି, ଟମାଟୋ ଓ ସୂର୍ଯ୍ୟମୁଖୀ ଚାଷ କରି…

କନକ ବ୍ୟୁରୋ : ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ଗ୍ରାଜୁଏଟ୍ ଫାର୍ମର । ଯୁବଚାଷୀ ପ୍ରଦୀପ ପ୍ରାୟ ୪ଏକର ଜମିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଛନ୍ତି । ବିଶେଷକରି ୩ଏକର ଜମିରେ ସେ କେବଳ ବାଇଗଣ ଚାଷ କରିଛନ୍ତି । ଏଥିରୁ ପ୍ରତିଦିନ ପ୍ରାୟ ୧୫ କ୍ୱିଂଟାଲ ବାଇଗଣ ଅମଳ ହେଉଛି । ଏହାସହ ଭେଣ୍ଡି,…