ଜନ୍ମ ହୋଇଥିଲେ ଜେଲରେ । ଗରିବୀ ଭିତରେ ବଡ ହୋଇ ଏବେ ପଢିବେ ହାୱାର୍ଡରେ

କନକ ବ୍ୟୁରୋ : ପିଲାଟି ବେଳୁ ସେ ଅନେକ ସଂଘର୍ଷ ଦେଖିଛନ୍ତି । ଜେଲର ଚାରି କାନ୍ଥ ଭିତରେ ଜନ୍ମ ହୋଇ ଅନେକ ଯାତନା ସହିଛନ୍ତି । କୁନି କୁନି ଆଖି ଖୋଲି ଯେତେବେଳେ ସେ ଦୁନିଆ ଦେଖିବାକୁ ଚେଷ୍ଟା କରିଥିଲେ, ସେତେବେଳେ ତାଙ୍କ ଆଖି ଆଗରେ କେବଳ ଅନ୍ଧାର କୋଠରୀ ଥିଲା । ଜେଲ ଭିତରେ ଜନ୍ମ ହେବା ପରେ…

ଦିନେ ସାଇକେଲ ଚଳାଇ୩୦ କି.ମି ଯାଉଥିଲେ ସ୍କୁଲ । ଛୋଟ ସହରରେ ରହି ଦେଖୁଥିଲେ ବଡ ସ୍ୱପ୍ନ । ଆଜି ହଜାରେ କୋଟିର ମାଲିକ…

କନକ ବ୍ୟୁରୋ : ସଫଳତାର ଅନ୍ୟନାମ ସଂଘର୍ଷ । ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ସଫଳତା ପଛରେ ରହିଛି ଏକ ଦୀର୍ଘ ଦିନର ସଂଘର୍ଷର କାହାଣୀ । ପଙ୍କରୁ ପଦ୍ମ ଫୁଟିବା ପରି ଦୀର୍ଘ ବର୍ଷର ସଂଘର୍ଷ ପରେ ସଫଳତା ପାଏ ମଣିଷ । ଆମେ ଦେଶରେ ଏମିତି ଅନେକ ବ୍ୟକ୍ତିତ୍ୱ ଅଛନ୍ତି , ଯେଉଁମାନଙ୍କର ରହିଛି ଏକ ସଫଳ…

୭୦ ବର୍ଷିୟ ଇମ୍ରାନ ଖାନଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ ଜିୟା ଖାନ । କହିଲେ, ଚତୁର୍ଥ ସ୍ତ୍ରୀ ହେବାକୁ ଅଛି…

କନକ ବ୍ୟୁରୋ :  ବିବାଦ ମଧ୍ୟରେ ଛନ୍ଦି ହୋଇରହିଥିବା ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଚର୍ଚାର କେନ୍ଦ୍ରବିନ୍ଦୁକୁ ଆସିଛନ୍ତି । ୭୦ ବର୍ଷୀୟ ଇମ୍ରାନଙ୍କ ବିବାହ କରିବା ପାଇଁ ଇଚ୍ଛାପ୍ରକାଶ କରିଲେ ବ୍ରିଟେନ୍ ଟିକଟକର ଜିୟା ଖାନ । ଇମ୍ରାନଙ୍କ ଚତୁର୍ଥ ପତ୍ନୀ ହେବା ପାଇଁ…

୧୦ବର୍ଷରୁ କମ ସମୟରେ ଭାରତର ଛବି ବଦଳାଇଛନ୍ତି ମୋଦୀ ସରକାର, ଆମେରିକୀୟ ସଂସ୍ଥା ମୋରଗାନ ଷ୍ଟାନଲି କହିଲା ୨୦୧୩ ପରି…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବଦଳିଛି ଭାରତର ଛବି । ବିଶ୍ୱରେ ନିଜର ଏକ ନୂଆ ପରିଚୟ ଓ ସ୍ଥାନ ବନାଇପାରିଛି ଭାରତ । ଏହା କେବଳ ୧୦ବର୍ଷରୁ କମ ସମୟ ଭିତରେ ସମ୍ଭବ ହୋଇପାରିଛି । ଏହି ସବୁର ଶ୍ରେୟ ଯାଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ । ଏଭଳି କିଛି କଥା କହି…

ଦିଲ୍ଲୀ ସାକ୍ଷୀ ହତ୍ୟାକାଣ୍ଡର ଚର୍ଚ୍ଚା ଥମିନଥିବାବେଳେ ସୁରତରୁ ଆସିଥିଲା ଆଉ ଏକ ଛାତିଥରା ଘଟଣା, ଝିଅକୁ ଭୁଜାଲିରେ…

କନକ ବ୍ୟୁରୋ : ଦିଲ୍ଲୀର ଛାତିଥରା ସାକ୍ଷୀ ହତ୍ୟାକାଣ୍ଡ ପରେ ଏବେ ଗୁଜରାଟ ସୁରତରୁ ଆସିଛି ଆଉ ଏକ ଜଘନ୍ୟା କାଣ୍ଡର ଲୋମହର୍ଷଣକାରୀ ଦୃଶ୍ୟ । ଜଣେ ବାପା ନିଜର ୧୯ବର୍ଷ ବୟସର ଝିଅକୁ ଭୁଜାଲିରେ ହାଣି ହତ୍ୟା କରୁଥିବା ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଥରେ କି ଦୁଇ ଥର ନୁହେଁ ପାଖାପାଖି ୨୫ଥର…

ମଣିପୁରରେ ହିଂସା ରୋକିବାକୁ ପ୍ରୟାସ । ମିସନ ମୋଡରେ କାମ କରୁଛନ୍ତି ଗୃହମନ୍ତ୍ରୀ । ଗୋଟିଏ ଦିନରେ ଅମିତ ଶାହାଙ୍କ ୯…

କନକ ବ୍ୟୁରୋ : ମଣିପୁରରେ ସୃଷ୍ଟି ହୋଇଥିବା ଜାତିଗତ ହିଂସାର ନିଆଁକୁ ଲିଭାଇବା ପାଇଁ ଅଣ୍ଟା ଭିଡିିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜର ୪ ଦିନିଆ ଗସ୍ତ ଅବସରରେ ମିସନ ମୋଡରେ ଏଥିପାଇଁ ପ୍ରୟାସ ଜାରି ରଖିଛନ୍ତି । କେବଳ ମଙ୍ଗଳବାର ଶାହା ୯ ଟି ଭିନ୍ନ ଭିନ୍ନ ବୈଠକ…