Daily Archives

April 26, 2024

ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ । ଉମରକୋଟ ଗସ୍ତବେଳେ ଯାଞ୍ଚ କଲେ ନିର୍ବାଚନ ଅଧିକାରୀ ଓ ପୁଲିସ।

କନକ ବ୍ୟୁରୋ: ବିଜେଡି ନେତା ଭି କେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ନିବାର୍ଚନ ଅଧିକାରୀ । ଆଜି ନିର୍ବାଚନ ପାଇଁ ଉମରକୋଟ ଗସ୍ତବେଳେ ପାଣ୍ଡିଆନଙ୍କ ହେଲକପ୍ଟର ଯାଞ୍ଚ ହୋଇଥିଲେ ବି  ହେଲିକପ୍ଟରରୁ କିଛି ମିଳିନଥିବା ସୂଚନା ରହିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ…

ହୁ ହୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବଞ୍ଚିଲା ୪୦ ଯାତ୍ରୀଙ୍କ ଜୀବନ ।

କନକ ବ୍ୟୁରୋ: ଢେଙ୍କାନାଳରେ ୫୫ ନମ୍ବର ଜାତୀୟ ରାଜପଥରେ ହୁହୁ ହୋଇ ଜଳିଗଲା ଯାତ୍ରୀବହାୀ ବସ୍ । ହେଲେ ବସରେ ଯାଇଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।  ତେବେ ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ । ଅନୁଗୁଳରୁ ଭୁବନେଶ୍ୱର ଯାଉଥିବା ଏହି ବସରେ ଢେଙ୍କାନାଳ…

ପଦ୍ମ ଧରିଲେ ପର୍ଶୁରାମ ଧଡା । କହିଲେ ଦଳ ଯାହା ନିଷ୍ପତ୍ତି ନେବ ତାକୁ ମାନିବି, ୧୦ ବର୍ଷ ପରେ ଘରକୁ ଫେରିବାକୁ ସୁଯୋଗ…

କନକ ବ୍ୟୁରୋ : ପଦ୍ମ ଧରିଲେ ପର୍ଶୁରାମ । ବିଜେପିରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡା । ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ ଦଳ ଛାଡିଥିଲେ ପର୍ଶୁରାମ । କିନ୍ତୁ କୌଣସି ଦଳରେ ଯୋଗ ଦେଇନଥିଲେ । ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ…

ଅପମାନ ପାଇ ଛାଡିଥିଲେ କନଷ୍ଟେବଳ ଚାକିରି । ୟୁପିଏସସିରେ ଉତ୍ତୀର୍ଣ୍ଣ ହୋଇ ଏବେ ହେବେ ଅଫିସର ।

କନକ ବ୍ୟୁରୋ: ପୋଲିସ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ଉଦୟ କ୍ରିଷ୍ଣ ରେଡ୍ଡି ଥରେ ସମସ୍ତ ସହକର୍ମୀଙ୍କ ଆଗରେ ଅଧିକାରୀଙ୍କ ଦ୍ୱାରା ଅପମାନିତ ହେବା ପରେ ଚାକିରି ଛାଡିଥିଲେ । ଏବେ ୟୁପିଏସସି ପରୀକ୍ଷାରେ ସଫଳ ହୋଇ ହେବେ ଅଫିସର । ଏହା ଯେ କେବଳ ତାଙ୍କ କ୍ୟାରୀଅରର ବଡ ସଫଳତା ତାହା ନୁହେଁ…

ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ଯୁଦ୍ଧ ଅଭ୍ଯାସ ‘DUSTLIK’ ଆରମ୍ଭ ।

ଭାରତ ଏବଂ ଉଜବେକିସ୍ତାନର ସଶସ୍ତ୍ର ବାହିନୀ ମଧ୍ୟରେ ମିଳିତ ସାମରିକ ଅଭ୍ୟାସର ୫ ମ ସଂସ୍କରଣ ଚାଲିଛି । ଏହି ଯୁଦ୍ଧ ବ୍ୟାୟାମ ସମୟରେ ସୈନିକମାନଙ୍କୁ  ଛୋଟ ଛୋଟ ଦଳରେ କାମ କରିବା, କ୍ଷେତ୍ର କାର୍ଯ୍ୟକଳାପ, ଲକ୍ଷ୍ୟସ୍ଥଳ ଉପରେ ନଜର ରଖିବା ଏବଂ ଆଗୁଆ ସୂଚନା ବଳରେ ବିପଦକୁ ଦୂର କରିବା ଭଳି କୌଶଳ…

୨୮ରେ ଓଡିଶା ଆସିବେ ଜେପି ନଡ୍ଡା । ବ୍ରହ୍ମପୁରରେ ଜନସଭାକୁ କରିବେ ସମ୍ବୋଧନ, କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର।

କନକ ବ୍ୟୁରୋ: ୨୮ ତାରିଖରେ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବ୍ରହ୍ମପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରି ଜନତାଙ୍କୁ ଭୋଟ ଅପିଲ କରିବେ । ଏହାସହ ନବରଙ୍ଗପୁରରେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ।   ଉଭୟ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶା…