Daily Archives

July 31, 2023

ମଣିପୁର ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । କହିଲେ, ୧୪ଦିନ ଧରି କାହିଁକି ହୋଇନଥିଲା…

କନକ ବ୍ୟୁରୋ : ମଣିପୁର ଭାଇରାଲ ଭିଡିଓକୁ ନେଇ ସୁପ୍ରିମକୋର୍ଟ ସୋମବାର ଦିନ ଶୁଣାଣି କରିଛନ୍ତି । ଏହି କ୍ରମରେ କୋର୍ଟ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି କି, ମେ’୪ ତାରିଖରେ ଘଟଣା ଘଟିଲା ଓ…

ବିଶ୍ୱର ପୁରୁଣା ରେଲୱେ ଷ୍ଟେସନ: ୧୯୩ ବର୍ଷ ତଳେ ଗଡିଥିଲା ପ୍ରଥମ ଟ୍ରେନ

କନକ ବ୍ୟୁରୋ: ଟ୍ରେନରେ ଯାତ୍ରା କରିବାକୁ ସମସ୍ତେ ପସନ୍ଦ କରନ୍ତି । ଦୂର ଜାଗାକୁ ଯାତ୍ରା କରିବାକୁ ହେଲେ ସମସ୍ତଙ୍କ ପ୍ରଥମ ପସନ୍ଦ ଟ୍ରେନ ହିଁ ରହିଥାଏ । କାରଣ ଶୀଘ୍ର ଆଉ ସହଜରେ ଏହା ଲୋକଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ । ଟ୍ରେନର ଝରକା ପାଖ ସିଟରେ ବସି ଲୋକମାନେ ପ୍ରକୃତି ଉପଭୋଗ…

‘ମସଜିଦ୍ ଭିତରେ ତ୍ରିଶୂଳ କ’ଣ କରୁଛି’ ? ଜ୍ଞାନବାପୀ ପ୍ରସଙ୍ଗରେ ଏଭଳି ପ୍ରଶ୍ନ ଉଠାଇଲେ ଯୋଗୀ

କନକ ବ୍ୟୁରୋ: ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ତ୍ରିଶୂଳ କ’ଣ କରୁଛି ବୋଲି ଆଜି ଏକ ସାକ୍ଷାତକାରରେ ଜ୍ଞାନବାପୀ ମସ୍‌ଜିଦ୍‌ ମାମଲା ବିଷୟରେ କହିବା ବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଜ୍ଞାନବାପୀ ମାମଲାରେ ହିନ୍ଦୁ ଓ ମୁସଲ୍‌ମାନ ସମ୍ପ୍ରଦାୟଙ୍କ ମଧ୍ୟରେ…

ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ: ଟପ୍ପର ହେଲେ ସୁଦେବ କୁମାର ପୃଷ୍ଟି

କନକ ବ୍ୟୁରୋ: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ । ଟପ୍ପର ହେଲେ ସୁଦେବ କୁମାର ପୃଷ୍ଟି । ସେହିପରି ଦ୍ୱିତୀୟ ସ୍ଥାନରେ ସୁଚିସ୍ମିତା ପାଣିଗ୍ରାହୀ ଓ ତୃତୀୟ ସ୍ଥାନରେ ପ୍ରଣବ ରଞ୍ଜନ ସାହୁ । ୨୦୨୧-୨୨ର ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ୫…

ଶିଶୁ ଚୋରା ଚାଲାଣ : ଉତ୍ତର ପ୍ରଦେଶ, ବିହାର ଓ ଆନ୍ଧ୍ର ସବୁଠାରୁ ଆଗରେ, ଦିଲ୍ଲୀର ସ୍ଥିତି ଚିନ୍ତାଜନକ

କନକ ବ୍ୟୁରୋ : ୨୦୧୬ ରୁ ୨୦୨୨ ମଧ୍ୟରେ ଶିଶୁ ଚୋରା ଚାଲାଣକୁ ନେଇ ଉତ୍ତର ପ୍ରଦେଶରୁ ସାଂଘାତିକ ଖବର ଆସିଛି । ଶିଶୁ ଚୋରା ଚାଲାଣ ମାମଲାରେ ଉତ୍ତର ପ୍ରଦେଶ ଦେଶର ତିନି ରାଜ୍ୟ ସହ ସାମଲ ହୋଇଛି । ‘ଚାଇଲ୍ଡ ଟ୍ରାଫିକିଙ୍ଗ ଇନ୍ ଇଣ୍ଡିଆ, ଇନସାଇଟ୍ ଫାର୍ମ ସିଚୁଏସନାଲ ଡେଟା ଏନାଲିସିସ ଆଣ୍ଡ ନିଡ…

୧୯୯୮ ପୋଲିସ-ଜନତା ସଂଘର୍ଷ ଘଟଣା : ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ

କନକ ବ୍ୟୁରୋ : ୧୯୯୮ ପୋଲିସ-ଜନତା ସଂଘର୍ଷ ଘଟଣା । ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ । ନାରାୟଣଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ତତ୍କାଳୀନ ଆରଆଇ ବିନୟ ମେହେରଙ୍କୁ ହତ୍ୟା ହୋଇଥିଲା । ଟାଟା ଜମି ଅଧିଗ୍ରହଣ ବେଳେ ପୋଲିସ ଓ ଜନତା ମୁହାଁମୁହିଁ…