Daily Archives

July 27, 2023

ମଣିପୁର ପ୍ରସଙ୍ଗକୁ ନେଇ ଗୃହ ଅଚଳ : ଅନାସ୍ଥା ପ୍ରସ୍ତାବ ଭୋଟିଂ ପାଇଁ କାହା ପାଖରେ କେତେ ସାଂସଦ ?

କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗକୁ ନେଇ ଗୃହ ଅଚଳ । ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ସଂସଦରେ ବିରୋଧୀଙ୍କ ହୋହାଲ୍ଲା । ଇ-ଣ୍ଡି-ଆ ମେଂଟର ସାଂସଦମାନେ କଳା ପୋଷାକ ପରିଧାନ କରି ପ୍ରତିବାଦ କରିଛନ୍ତି । ବିରୋଧୀଙ୍କ ହୋହାଲ୍ଲା ଯୋଗୁ ମଧ୍ୟାନ ୨ଟା ଯାଏ ଲୋକସଭା ମୁଲତବୀ ଘୋଷଣା…

କ’ଣ ଖାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ? ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ମେନ୍ୟୁ; ମଧ୍ୟାହ୍ନ ଭୋଜନରେ ଗ୍ରହଣ କରିବେ…

କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ମେନ୍ୟୁ । ଭାତ, ଡାଲି, ପାମ୍ପଡ଼, ଶଜନା ଶାଗରେ ବଡ଼ି ଜହ୍ନି, କଲାରା ଚିପ୍ସ, ପୋଦିନା ଚଟଣୀ, ସାଲାଡ, ଛତୁ, ପନୀର, ଛୋଲେ, ପୋଟଳ କୁର୍ମା, ଦହିବରା ଭଳି ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯାଇଛି । ସେହିପରି…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର : ୨୦୨୪ ମାଟ୍ରିକ ପରୀକ୍ଷା ନେଇ ଘୋଷଣା ହେଲା ତାରିଖ

କନକ ବ୍ୟୁରୋ : ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ୨୦୨୪ ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହୋଇଛି ।  ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ।  ମାର୍ଚ୍ଚ ୪ ତାରିଖ ଯାଏଁ ପରୀକ୍ଷା ଚାଲିବ । ଆସନ୍ତା ଅକ୍ଟୋବର ମାସରେ ଫର୍ମପୂରଣ ହେବ ।  ମାଟ୍ରିକ ସହ ମଧ୍ୟମା, ରାଜ୍ୟ…

ମାର୍ଶାଘାଇ ଥାନା ଆଇଆଇସିଙ୍କ ନିଷ୍ଠୁରତା : ଲମ୍ବୁଛି ଥାର୍ଡଡିଗ୍ରୀ ଅଭିଯୋଗର ତାଲିକା; ଉଠିଲା ପ୍ରଶ୍ନ, କାହିଁକି…

କନକ ବ୍ୟୁରୋ : ଥାନା ଅଧିକାରୀଙ୍କ ଇଂରେଜ ଶାସନ । ବିନା ଦୋଷରେ ଯୁବକଙ୍କୁ ମାଡ । କେନ୍ଦ୍ରାପଡା ମାର୍ଶାଘାଇ ଥାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସମ୍ପକୀୟଙ୍କୁ ସାହାଯ୍ୟ କରିବାକୁ ଥାନାକୁ ଯାଇଥିବା ମନୋରଞ୍ଜନ ଦଳାଇଙ୍କୁ ବିନା ଦୋଷରେ ଥାନା ଅଧିକାରୀ ଜ୍ୟୋତି ସାମନ୍ତ ରାୟ ମାଡ…

ତମାଣ୍ଡୋରେ ମହାମହିମ : ବ୍ରହ୍ମକୁମାରୀ କେନ୍ଦ୍ରର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କନକ ବ୍ୟୁରୋ : ଭୁବନେଶ୍ୱର ତମାଣ୍ଡୋରେ ମହାମହିମ । ବ୍ରହ୍ମକୁମାରୀ କେନ୍ଦ୍ରର କଲେ ଭିତିପ୍ରସ୍ତର ସ୍ଥାପନ । ବାଟିଆରେ ଡିଭାଇନ୍ ଲାଇଟ୍ ହାଉସ୍ର କରିଛନ୍ତି ଶିଳାନ୍ୟାସ । ସେଠାରେ ଆୟୋଜନ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଗଛ ଲଗାଇଥିଲେ ମହାମହିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ…

ଆସନ୍ତା ବୁଧବାର ହେବ ବନକଲାଗି ନୀତି : ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ହେବନି ମହାପ୍ରଭୁଙ୍କ ବନକଲାଗି ନୀତି । ଆସନ୍ତା ବୁଧବାର ହେବ ବନକଲାଗି ନୀତି । ଆସନ୍ତା ବୁଧବାର ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ନୀତି ପାଇଁ ଦତ୍ତ ମହାପାତ୍ର ସେବାୟତ ଅନୁରୋଧ କରିଥିଲେ । ପ୍ରତିବର୍ଷ ନୀଳାଦ୍ରି ବିଜେର…