Daily Archives

July 27, 2023

ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା: ଚାଞ୍ଚଲ୍ୟକର ବୟାନ ରଖିଲେ ଦୟାଲ ଆଶ୍ରମର କେୟାର ଟେକର

କନକ ବ୍ୟୁରୋ: ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ଘଟଣାର ଚତୁର୍ଥ ସାକ୍ଷ୍ୟ ଭଦ୍ରକ ଜିଲ୍ଲା ଦୌରା ଜଜ କୋର୍ଟରେ ଗ୍ରହଣ କରାଯାଇଛି । ସାକ୍ଷୀ ଭାବେ ଦୟାଲ ଆଶ୍ରମର କେୟାର ଟେକର ସରୋଜିନୀ ସେଠ୍ ଓରଫ ସୋନି କୋର୍ଟରେ ଉପସ୍ଥିତ ରହି ଚାଂଚଲ୍ୟକର ବୟାନ ଦେଇଛନ୍ତି । କହିଛନ୍ତି, ମୃତ୍ୟୁ ପୂର୍ବରୁ…

ଦିଲ୍ଲୀ ସରକାରଙ୍କୁ ବଡ ଝଟକା, କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଜଗନ ମୋହନଙ୍କ ପାର୍ଟି ଦେବ ସମର୍ଥନ

କନକ ବ୍ୟୁରୋ : ଦିଲ୍ଲୀରେ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ସଂସଦର ଉଭୟ ଗୃହରେ ସହଜରେ ପାରିତ ହୋଇଯିବ ବୋଲି ଅନୁମାନ କରାଯାଇଛି । ଲୋକସଭାରେ ଏନଡିଏର ବହୁମତ ରହିଥିବା ବେଳେ ରାଜ୍ୟସଭାରେ ବିଲକୁ ସମର୍ଥନ ଜଣାଇ ପାରନ୍ତି  ୱାଇଏସଆର କଂଗ୍ରେସ ।…

ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନରେ ଲାଲ ଡାଏରୀକୁ ନେଇ କଲେ ଟାର୍ଗେଟ୍, ଗେହଲଟ କହିଲେ ମହଙ୍ଗା ହେଉଛି ଲାଲ୍ ଟମାଟୋ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାଜସ୍ଥାନର ସିକରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ଗେହଲଟ ସରକାର ଉପରେ ପ୍ରତିକ୍ରିୟା ରଖି ମୋଦୀ କହିଛନ୍ତି ଯେ, ଲାଲ ଡାଏରୀରେ କଂଗ୍ରେସର କଳାକାରନାମା ରହିଛି ।…

ଭୁବନେଶ୍ୱର ତମାଣ୍ଡୋ ବ୍ରହ୍ମକୁମାରୀ କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ କଲେ ମହାମହିମ। କହିଲେ, ପରିବର୍ତ୍ତନ ହେଉଛି…

କନକ ବ୍ୟୁରୋ: ରାଷ୍ଟ୍ରପତି ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନରେ ତମାଣ୍ଡୋ ବ୍ରହ୍ମକୁମାରୀ କେନ୍ଦ୍ରରେ ନିଜର ଅଭିଭାଷଣ ରଖିଛନ୍ତି । ଅତି ଚମକ୍ରାର ଭାବରେ ଜୀବନ ଦର୍ଶନର କଥା କହିବା ସହ ଶାନ୍ତି ପ୍ରେମ ସଦଭାବ ଓ ଆଧ୍ୟାତ୍ମିକ ମାର୍ଗରେ ପରିିଚାଳିତ ହେବା ପାଇଁ ପରାମର୍ଶ ଦେଇଛନ୍ତି ।…

ଟିପିସିଓଡିଏଲ୍ ପକ୍ଷରୁ ଏକକାଳୀନ ସମାଧାନ ଯୋଜନା, ଗ୍ରାହକଙ୍କୁ ବକେୟା ରାଶି ଉପରେ ଉଲ୍ଲେଖନୀୟ ରିହାତି ପ୍ରଦାନ

କନକ ବ୍ୟୁରୋ : ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏକକାଳୀନ ସମାଧାନ ଯୋଜନା(ଓଟିଏସ୍) ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି । ଯାହାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ଙ୍କ ଅନୁମୋଦନ ମିଳିଛି । ସୁଚିନ୍ତିତ ଭାବେ ପ୍ରସ୍ତୁତ ଏହି ଯୋଜନାର…

‘ଆତ୍ମିକ ବିକାଶ ହେଲେ ଆମେ ନମ୍ବର -୧ ହେବା’ : ଅଭିଭାଷଣରେ ଭାବବିହ୍ୱଳ ହେଲେ ଶ୍ରୋତା ।

କନକ ବ୍ୟୁରୋ: ‘ଜୀବନର କିଛି ଭରସା ନାହିଁ , ଧନ ସଞ୍ଚୁଛୁ କାହା ପାଇଁ’ ବାସ୍... ରାଷ୍ଟ୍ରପତିଙ୍କ ଏଇ କେଇପଦ କଥା ଉପସ୍ଥିତ ଜନତାଙ୍କୁ ହୃଦୟକୁ ଛୁଇଁଥିଲା । ସମସ୍ତେ ଭାବବିହ୍ୱଳ ହୋଇଯାଇଥିଲେ । ଆଜି ତମାଣ୍ଡୋ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଦ୍ୱାରା ଆୟୋଜିତ ‘ଡିଭାଇନ୍ ଲାଇଫ୍’…