Daily Archives

July 17, 2023

ଖବର ପ୍ରସାରଣ ପରେ ତ୍ରୁଟି ସୁଧାରିବାକୁ ଚେଷ୍ଟା: ଖ୍ୟାତି ସମ୍ପନ୍ନ ବିଶିଷ୍ଟ କଥାକାର ମନୋଜ ଦାସଙ୍କ ସ୍ମୃତିପୀଠ ପାଇଁ…

କନକ ବ୍ୟୁରୋ: ଖବର ପ୍ରସାରଣ ପରେ ତ୍ରୁଟିକୁ ଘୋଡ଼ାଇବାକୁ ଉଦ୍ୟମ । ମନୋଜ ଦାସଙ୍କୁ କବି ବୋଲି ଦର୍ଶାଇ କରାଯାଇଥିବା ଫଳକକୁ ଘୋଡ଼ାଇ ଦେଲା ପ୍ରଶାସନ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଥାକାର, ବିଶିଷ୍ଟ ଔପନ୍ୟାସିକ, ପ୍ରାବନ୍ଧିକ ପଦ୍ମ ବିଭୂଷଣ ମନୋଜ ଦାସଙ୍କୁ କିଏ ବା ନଜାଣେ । ତାଙ୍କ ଜନ୍ମମାଟି…

ମାର୍କେଟ ବିଲ୍ଡିଂ ବନ୍ଦ ନେଇ ସମୟ ମାଗିଲେ ବିଏମସି କମିଶନର : ଉଭୟ ପକ୍ଷରୁ ସହଯୋଗ କରିବାକୁ କଲେ ଅନୁରୋଧ

କନକ ବ୍ୟୁରୋ :  ମାର୍କେଟ୍ ବିଲ୍ଡିଂ ବନ୍ଦ ପ୍ରସଙ୍ଗରେ ସମୟ ମାଗିଲେ ବିଏମସି କମିଶନର । ଉଭୟ ପକ୍ଷଙ୍କୁ ସହଯୋଗ କରିବାକୁ ଅନୁରୋଧ କଲେ କମିଶନର୍ ବିଜୟ ଅମୃତଲାଲ କୁଲାଙ୍ଗେ । ପୂର୍ବରୁ ୨ ଥର ମାର୍କେଟ୍ ବିଲ୍ଡିଂ କର୍ମକର୍ତାଙ୍କ ସହ ବୈଠକ ହୋଇଛି । ସେଠାରେ କିଛି ଆଇନଗତ ସମସ୍ୟା ଥିବାରୁ ଟିକେ…

୨୪ ବନାମ ୩୪ : କିଏ ମାରିବ ବାଜି ? ଲୋକସଭା ନିର୍ବାଚନ ପୂର୍ବରୁ ଉଭୟ ପକ୍ଷଙ୍କ ବୈଠକ ଉପରେ ସମସ୍ତଙ୍କର ନଜର

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ବିରୋଧୀଙ୍କ ଦ୍ୱିତୀୟ ମେଳି । ଆଜି ବେଙ୍ଗାଲୁରୁରେ ୨୪ ବିରୋଧୀ ଦଳଙ୍କୁ ନେଇ ବୈଠକ ହେବାର ଅଛି । ଦୁଇ ଦିନ ଧରି ହେବାକୁ ଥିବା ଏହି ବୈଠକରେ ନେତୃତ୍ୱ ନେଉଛି କଂଗ୍ରେସ । ଆଜି ରାତିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ନୈଶ ଭୋଜି ରହିଛି ।…

ଏଣିକି ଏଲଇଡି ବଲରୁ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ୍ ଲିଫି ଟେକ୍ନୋଲୋଜି ହେବ ଗେମ୍ ଚେଞ୍ଜର

କନକ ନ୍ୟଜ୍: ଏମିତି ତ ଭାରତରେ ୪ଜି ପରେ ଏବେ ୫ଜି ସେବାକୁ ଚାତକ ପରି ଚାହିଁଛନ୍ତି । ୪ଜିଠାରୁ ୫ଜିର ସ୍ପିଡ ଅଧିକ ଥିବାରୁ ଏଥିପାଇଁ ଲୋକଙ୍କ ଆଗ୍ରହ ବେଶ୍ ରହିଛି । ହେଲେ ଆପଣ ଜାଣନ୍ତି କି ଭବିଷ୍ୟତରେ ଏଲଇଡି ବଲରୁ ବି ମିଳିବ ଇଣ୍ଟରନେଟ୍ ସେବା । ତା ପୁଣି ଏମିତି ସେମିତି ନୁହେଁ ପୁରା…

୪୮ଘଣ୍ଟାରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା : ପ୍ରଭାବରେ ୧୯ରୁ ୨୨ ଯାଏଁ ବର୍ଷା

କନକ ବ୍ୟୁରୋ : ଦୁର୍ବଳ ହେଲା ଲଘୁଚାପ କ୍ଷେତ୍ର । ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପଟେ, ୪୮ଘଣ୍ଟାରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ…

କ୍ଲଷ୍ଟର ବମକୁ ନେଇ କାହିଁକି ଭୟଭୀତ ଋଷ ? ଏହି ବମ୍ କାହିଁକି ଏତେ ଘାତକ? ଜାଣନ୍ତୁ…

କନକ ବ୍ୟୁରୋ : କ୍ଲଷ୍ଟର ବମ୍, ଯାହାକୁ ନେଇ ଋଷ ଓ ଆମେରିକା ପରଷ୍ପରକୁ ନାଲିଆଖି ଦେଖାଇଛନ୍ତି । ୟୁକ୍ରେନକୁ ଆମେରିକା କ୍ଲଷ୍ଟର ବମ୍ ସପ୍ଲାଏ କରିବା ନେଇ କହିବା ପରେ ଚିହିଁକି ଉଠିଛି ଋଷ । ଋଷ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି, ଏଭଳି କୌଣସି କାମ ନକରୁ ଆମେରିକା । ଆମ ପାଖରେ ବି ବିପୁଳ…