Daily Archives

July 17, 2023

ଏବେ ବି ସସପେଣ୍ଡ ପରେ ମୁଁ କଂଗ୍ରେସରେ ଅଛି । କୁଚକ୍ରୀଙ୍କ ଚକ୍ରାନ୍ତରୁ କଂଗ୍ରେସକୁ ବଞ୍ଚାନ୍ତୁ : ଚିରଞ୍ଜୀବ ବିଶ୍ୱାଳ

କନକ ବ୍ୟୁରୋ: ସସପେଣ୍ଡ ପରେ ବି ମୁଁ ଦଳରେ ଅଛି । ନିଲମ୍ବନ ପରେ ବରିଷ୍ଠ ରାଜନେତା ଚିରଞ୍ଜୀବ ବିଶ୍ୱାଳଙ୍କ ପ୍ରେସମିଟ୍ । ସେ କହିଛନ୍ତି କୁଚକ୍ରୀଙ୍କ ଚକ୍ରାନ୍ତରୁ କଂଗ୍ରେସକୁ ବଞ୍ଚାନ୍ତୁ । ଆପଣମାନେ ଏକଜୁଟ ରୁହନ୍ତୁ, ନହେଲେ ଚକ୍ରାନ୍ତ ଚାଲିବ । ମୁଁ ସବୁବେଳେ କହିଥିଲି ଯେ ଆମେ ଗ୍ରାଉଣ୍ଡରେ…

ବାପା ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିବାଦୀୟ ବୟାନ ନଦେବାକୁ ଅନୁରୋଧ କଲେ ପୁଅ ବିଶାଲ: ଟ୍ୱିଟ୍ କରି ଅଯଥା ରାଜନୀତି…

କନକ ବ୍ୟୁରୋ: ବାପା ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିବାଦୀୟ ବୟାନ ନଦେବାକୁ ଅନୁରୋଧ କରିଛନ୍ତି ପୁଅ ବିଶାଲ ଦାସ । ଟ୍ୱିଟ୍ କରି କହିଛନ୍ତି, କ୍ରାଇମ୍ବ୍ରାଂଚ ହତ୍ୟାକାଣ୍ଡକୁ ନେଇ ତଦନ୍ତ କରୁଛି । ଯଦି କାହା ପାଖରେ କିଛି ପ୍ରମାଣ ଅଛି, ତାହାଲେ କୋର୍ଟରେ ନହେଲେ କ୍ରାଇମ୍ବ୍ରାଂଚ୍କୁ ଦେଇ…

ଲଢେଇ ପୂର୍ବରୁ ରାଜ୍ୟ ବିଜେପି ସଭାପତିଙ୍କ ଦମ୍ଭୋକ୍ତି: କହିଲେ, ୨୦୨୪ରେ ଓଡିଶାରେ ସରକାର କରିବ ବିଜେପି

କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ରାଜ୍ୟରେ ବଦଳିବ ସରକାର । ଓଡିଶାରେ ସରକାର ଗଢିବ ଭାରତୀୟ ଜନତା ପାର୍ଟି । ବରଗଡ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ଦମ୍ଭୋକ୍ତି ବାଢିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ୨୦୨୪ରେ ବିଜେଡି ମୁକ୍ତ ହେବ ରାଜ୍ୟ । ବିଜେପି ଏକାକୀ ସରକାର…

ବଦଳିପାରେ ୟୁପିଏର ନାଁ, ସାବରକରକୁ ନେଇ ସମସ୍ତେ ଚୁପ୍…ବେଙ୍ଗାଲୁରୁରେ ବିରୋଧୀ ଏକତାର ଭିତିରି କଥା ।

କନକ ବ୍ୟୁରୋ: କଂଗ୍ରେସ ନେତୃତ୍ୱରେ ଆଜି ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ବୈଠକ ଆରମ୍ଭ ହେବାକୁ ଯାଉଛି । କଂଗ୍ରେସର କହିବା କଥା ଯେ ଏହି ବୈଠକ ଭାରତର ରାଜନୀତି ପାଇଁ ଗେମଚେଞ୍ଜର ସାବ୍ୟସ୍ଥ ହେବ । ସୂଚନା ଅନୁସାରେ, କଂଗ୍ରେସର କହିବା କଥା ଯେ ବିରୋଧୀ ଦଳର ନାମ ୟୁପିଏ ରଖାଯାଉ କିମ୍ବା ଅନ୍ୟ…

ସହରାଞ୍ଚଳରେ ଜଳବନ୍ଦୀକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି: ମୌସୁମୀ ପୂର୍ବରୁ କାହିଁକି ଡ୍ରେନେଜ୍ ପ୍ରତି…

କନକ ବ୍ୟୁରୋ: ବର୍ଷା ଦିନେ ସହର ଗୁଡିକରେ ଜଳବନ୍ଦୀ ସମସ୍ୟା ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ସହରାଂଚଳରେ ଜଳବନ୍ଦୀ ସମସ୍ୟା ନେଇ ସରକାରଙ୍କ ଉପରେ ବର୍ଷିଲା ରାଜ୍ୟ ବିଜେପି । କିଛି ଘଂଟାର ବର୍ଷାରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଗଲା । କଟକରେ ସହରୀ ବନ୍ୟା…

ବଡ଼ପଣ ଦେଖାଇଲେ ପୂର୍ବତନ ଆର୍ମି ଅଫିସର । ଆର୍ମି ଅପରେସନ୍ ଭଳି ବୁଦ୍ଧି ଖଟାଇଲେ, ହଜିଯାଇଥିବା ଲୋକର ପର୍ସ ଫେରାଇଲେ ।

କନକ ବ୍ୟୁରୋ: ଦୁନିଆରେ ଏବେ ବି ବଞ୍ଚିଛି ମଣିଷପଣିଆ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ପୂର୍ବତନ ଆର୍ମି ଅଫିସର । ରାଉରକେଲାରୁ ପାଇଥିଲେ ଟଙ୍କା ଭର୍ତ୍ତି ମନି ପର୍ସ, ଆର୍ମି ବୁଦ୍ଧି ଖଟାଇ ଶେଷରେ ଉପଯୁକ୍ତ ଲୋକଙ୍କୁ ଫେରାଇଲେ ମନି ପର୍ସ ସହ ହଜାର ହଜାର ଟଙ୍କା ।…