Daily Archives

July 15, 2023

ରାଜ୍ୟରେ ଆଗକୁ ଆସୁଛି ବଡ ବର୍ଷା : ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି

କନକ ବ୍ୟୁରୋ : ରାଜ୍ୟରେ ଆଗକୁ ଆସୁଛି ବଡ ବର୍ଷା । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି । ୧୫ରୁ ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ଅନୁମାନ କରାଯାଇଛି । ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି । ହେଡକ୍ୱାର୍ଟର ନଛାଡିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।…

ମନ୍ତ୍ରୀ ନବ ଦାସଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ : ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଓ ବହୁଶତ୍ରୁ ଥିବା ମିନତୀ…

କନକ ବ୍ୟୁରୋ : ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରୁ ସାଂଘାତିକ ତଥ୍ୟ ସାମନାକୁ ଆସିଛି । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍ ଅନୁସାରେ, ନବ ଦାସଙ୍କ ପତ୍ନୀ ମିନତୀ ଦାଶ ତାଙ୍କ ବୟାନରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ତାଙ୍କର ସ୍ୱାମୀଙ୍କୁ…

ଜେଲରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ : ମେଡିକାଲରେ ମୃତ୍ୟୁ ଘୋଷଣା କଲେ ଡାକ୍ତର

କନକ ବ୍ୟୁରୋ : ଭଞ୍ଜନଗର ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ହେଲେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରିଛନ୍ତି । ମୃତ କଏଦୀ ହେଉଛନ୍ତି ତନରଡା ଗାଁର ୪୦ ବର୍ଷୀୟ ଚରଣ ବେହେରା । ଏକ ଚୋରି ମାମଲାରେ ୫ ଦିନ ପୂର୍ବରୁ ଗିରଫ କରିଥିଲା ବେଲଗୁଣ୍ଠା ପୋଲିସ । ଶନିବାର…

ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ ବାର୍ତ୍ତାକୁ ନେଇ ଚର୍ଚ୍ଚା : ଆପାର୍ଟମେଣ୍ଟରେ ମାନବାଧିକାର ଉଲ୍ଲଂଘନ ନେଇ ଅଭିଯୋଗ;…

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ ବାର୍ତ୍ତା । କିନ୍ତୁ ଏଥର କୌଣସି ପାରିବାରିକ ବିବାଦକୁ ନେଇ ସେ ଭିଡିଓ ବାର୍ତ୍ତା ପୋଷ୍ଟ କରି ନାହାନ୍ତି । ଏଥର ସେ ରହୁଥିବା ଆପାର୍ଟମେଣ୍ଟରେ କେମିତି ମାନବାଧିକାର ଉଲ୍ଲଙ୍ଘନ କରାଯାଉଛି, ସେ ନେଇ ଅଭିଯୋଗ ଆଣିଛନ୍ତି ।…

ଦିଲ୍ଲୀକୁ ଜାଣିଶୁଣି ବୁଡେଇ ଦିଆଯାଇଛି, ଦିଲ୍ଲୀ ବୁଡିବା ପଛରେ ବିଜେପି ଦାୟୀ । ରାଜଧାନୀ ଦିଲ୍ଲୀରେ ବନ୍ୟାସ୍ଥିତି ନେଇ…

କନକ ବ୍ୟୁରୋ: ପ୍ରବଳ ବର୍ଷା ପରେ ଏବେ ଯମୁନାର ଜଳ, ରାଜଧାନୀ ଦିଲ୍ଲୀକୁ ଦେଉଛି ଯମ ଯନ୍ତ୍ରଣା । ଚାରିଆଡେ କେବଳ ପାଣି ଆଉ ପାଣି ଥିବାବେଳେ, ଜଳବନ୍ଦ ହେଇ ଜୀବନ କାଟୁଛନ୍ତି ଦିଲ୍ଲୀବାସୀ । ତେବେ ଦିଲ୍ଲୀରେ ଆସିଥିବା ଏହି ବନ୍ୟାକୁ ନେଇ ଏବେ ଆରମ୍ଭ ହେଇଯାଇଛି ଆରୋପ-ପ୍ରତ୍ୟାରୋପର ରାଜନୀତି ।…

ଖସିଲା ରାମେଶ୍ୱର ମନ୍ଦିର ଦଧିନଉତି : ପ୍ରଚଣ୍ଡ ଘଡଘଡି ଓ ବିଜୁଳି ଶବ୍ଦରେ ଖସି ପଡିଥିବା ସୂଚନା

କନକ ବ୍ୟୁରୋ : ୬୦ଫୁଟ୍ ତଳକୁ ଖସିଲା ଦଧିନଉତି । ପ୍ରଚଣ୍ଡ ଘଡଘଡି ଓ ବିଜୁଳି ଶବ୍ଦରେ ଖସି ପଡିଥିବା ସୂଚନା । ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଧିନଉତି ଖସି ପଡିଛି । ଉପସ୍ଥିତ ଥିବା ବ୍ରହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ମନ୍ଦିରରେ ଥିବା ସମୟରେ ଘଟିଥିଲା ଅଘଟଣ । ଭୟଭୀତ…